Latest Odisha News

BREAKING NEWS

ଦକ୍ଷିଣ ଭାଷାରେ ରିଲିଜ କରିବ ରଣବୀର, ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ବ୍ରହ୍ମାସ୍ତ୍ରର ମୋସନ୍‌ ପୋଷ୍ଟର ଡିସେମ୍ବର ୧୫ରେ ମୁମ୍ବାଇରେ ଲଞ୍ଚ କରିଥିଲେ। ସୂଚନା ଅନୁଯାୟୀ ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ନାମକ ଚାରୋଟି ଭାଷାରେ ଏହି ଚଳଚ୍ଚିତ୍ର ଉପସ୍ଥାପନ କରିବେ। ବ୍ରହ୍ମାସ୍ତ୍ର ହେଉଛି ଏକ ପିରିୟଡ୍ ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ।

ଡିସେମ୍ବର ୧୫ରେ ଏକ ବିଶାଳ କାର୍ଯ୍ୟକ୍ରମରେ ବ୍ରହ୍ମାସ୍ତ୍ରର ମୋସନ ପୋଷ୍ଟର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ବ୍ରହ୍ମାସ୍ତ୍ର ହେଉଛି ଏକ ସୁପରହିଟ୍ ଫିଲ୍ମ, ଯାହା ତିନିଟି ଭାଗରେ ମୁକ୍ତିଲାଭ କରିବ। ଚାରୋଟି ଭାଷାରେ ବ୍ରହ୍ମାସ୍ତ୍ର ପାର୍ଟ-୧ ଉପସ୍ଥାପନ କରିବେ ବୋଲି ଏସ୍ ରାଜାମୌଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.