Latest Odisha News

BREAKING NEWS

ହାଇକୋର୍ଟରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରୁ ଭରଷା ତୁଟାଇଲେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର । ସେହି ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପର୍ଦ୍ଦା ଉଠାଇବା ଲାଗି ସୋମବାର ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପୁରା ଘଟଣା କ୍ରମର ତଦନ୍ତ, ସିବିଆଇ କିମ୍ବା ହାଇକୋର୍ଟଙ୍କ ଦ୍ଵାରା ଗଠିତ…

ଚିକିତ୍ସାରେ ଡେଭିଡ ଜୁଲିୟସ, ଆର୍ଡନ ପାଟାପୋର୍ଟିୟନଙ୍କୁ ନୋବେଲ ପୁରସ୍କାର

ୱାଶିଂଟନ: ଚିକିତ୍ସାରେ ୨୦୨୧ ପାଇଁ ନୋବେଲ ପୁରସ୍କାର ପାଇ ମନୋନୀତ ହୋଇଛନ୍ତି ଆମେରିକାର ଡେଭିଡ ଜୁଲିୟସ ଓ ଆର୍ଡନ ପାଟାପୋର୍ଟିୟନ । ତାପମାତ୍ରା, ଯନ୍ତ୍ରଣା, ଚାପ ପ୍ରଭୃତିକୁ ଅନୁଭବ କରିହୁଏ ମାତ୍ର ଏହା ଉପରେ ଅଧିକ ତଥ୍ୟ ଉପଲବ୍ଧ ହୋଇପାରି ନାହିଁ । ସେମାନେ ଯନ୍ତ୍ରଣାକୁ ଅନୁଭବ କରି…

୧୧ କେଭି ବିଦ୍ୟୁତ ନେଲା ଆଇଟିଆଇ ଛାତ୍ରଙ୍କ ଜୀବନ , ଅନ୍ୟଜଣେ ଗୁରୁତର

କେନ୍ଦୁଝର : ୧୧ କେଭି ବିଦ୍ୟୁତ ତାର ନେଲା ଛାତ୍ରଙ୍କ ଜୀବନ । କେନ୍ଦୁଝର ବଡବିଲ ଆଇଟଆଇ ଶିକ୍ଷାନୁଷ୍ଠାନ ପରିସରରେ ଆଜି ଏକ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣକ ଫିଟର ଟ୍ରେଡ ପଢ଼ୁଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲାର…

ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି: ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେଇ ଧରାପଡିଲେ ସିଡିପିଓ । ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସିଡିପିଓ । ଛତୁଆ ବିଲ୍ ପାସ୍ ପାଇଁ ନେଉଥିଲେ ଟଙ୍କା ।  ଛତୁଆ ବିଲ୍ ପାସ୍ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି ।…

ପୁରୀରେ ଦିବ୍ୟାଙ୍ଗମାନଙ୍କୁ ବସଭଡା ରିହାତି ପାସ୍ ବଣ୍ଟନ

ପୁରୀ: ଦିବ୍ୟାଙ୍ଗମାନଙ୍କୁ ବଣ୍ଟା ହେଲା ବସଭଡା ରିହାତି ପାସ୍ । ଏହି ବଣ୍ଟନ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୨୪ ଜଣ ଦିବ୍ୟାଙ୍ଗମାନଙ୍କୁ ପାସ୍ ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା…

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାବାଜି ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାରିପଦାର ଐତିହାସିକ ଛଉପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି…

ଶକ୍ତିପୀଠରେ ଷୋଡଷ ପୂଜା , ମାତଙ୍ଗୀ ବେଶରେ ମାଆ କଟକ ଚଣ୍ଡୀ

କଟକ: କଟକ ସହରରେ ଶକ୍ତିପୀଠରେ ଚାଲିଛି ଷୋଡଷ ଉପଚାର ପୂଜା । ଏହି ଅବସରରେ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଆଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ମନ୍ଦିରରେ ଗହଳି ଲାଗି ରହିଥିଲା । ଷୋଡଷ ପୂଜା ଆରମ୍ଭରୁ ହିଁ ମାଆ ଙ୍କୁ ସ୍ୱତନ୍ତ୍ର…

୨୦୧୪ ବଣାଇ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ,ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଶୁଣାଣି କଲେ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ନାବାଳିକ ଗଣ ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ କୋର୍ଟ ।୨୦୧୪ ରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ନାବାଳିକା ବଳାତ୍କାର କରିଥିବା ଅଭିଯୋଗରେ ପୋକ୍ସ କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଦୋଷୀ…

ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚଢାଉ

ଭୁବନେଶ୍ବର: ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚାଲିଛି ଚଢାଉ । ସୁନା ଅଳଙ୍କାର ଦୋକାନଗୁଡିକରେ ସିଟି ଜିଏସଟି ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ହୋଇଛି । ୧୨ଟି ସହରର ୧୭ଟି ଜୁଏଲାରୀ ଦୋକାନରେ ଏହି ଚଢ଼ାଉ ଜାରି ରହିଛି । ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି । ଜିଏସଟି ଠକେଇ ହୋଇଛି…

BMC କଟକଣା : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ବର: BMC ଜାରି କଲା କଟକଣା ।  ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହେବେ ୫୦ଜଣ ।  ଅତିଥିଙ୍କର ହେବ ଥର୍ମାଲ ସ୍କ୍ରିନିଂ ।  ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର…