Latest Odisha News

BREAKING NEWS

୭ ଦ୍ୱାରର ରୂପା ଛାଉଣି କାମ ଶେଷ

ପୁରୀ: ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ । କାଲି ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର ନିଷ୍ପତ୍ତି । ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର…

ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ମୃତିରେ ଅରିନ୍ଦମ୍ । ଆଜିକୁ ଠିକ୍ ୧୧ ଦିନ ତଳେ ଯୁବ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଜୀବନର ଦୀପ ନିର୍ବାପିତ ହୋଇଯାଇଥିଲା। ମୁଣ୍ଡୁଳୀରେ ହାତୀ ଅପରେସନରେ ନିଜକୁ ସାମିଲ କରାଇ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଏହି ସାହସୀ ସାମ୍ବାଦିକ। ତାଙ୍କର ଖବର ପରିବେଷଣର ଶୈଳୀ ଓ…

ମେଡିସିନ୍ କ୍ଷେତ୍ରରେ ୨ ଆମେରିକୀୟ ଭେଷଜ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଡେଭିଡ ଜୁଲିୟସ ଏବଂ ଆର୍ଡେମ ପାଟାପୋସିଆନଙ୍କୁ ମେଡିସିନ୍‌ରେ ୨୦୨୧ ନୋବେଲ ପୁରସ୍କାରର ମିଳିତ ବିଜେତା ଘୋଷିତ କରାଯାଇଛି। ସୋମବାର ନୋବେଲ କମିଟିର ସେକ୍ରେଟେରୀ ଜେନେରାଲ ଥୋମାସ ପର୍ଲମାନ ଏହି ପୁରସ୍କାର…

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗାବୁଡି, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ପାରାଦୀପ: ଡଙ୍ଗାବୁଡିରେ ଅଳ୍ପକେ ବର୍ତ୍ତିଲେ ୫ଜଣ ମତ୍ସ୍ୟଜୀବୀ। ମାଛ ଧରିବା ପରେ ଆଜି ଏକ ଆହୁଲା ମରା ଡଙ୍ଗାରେ ମତ୍ସ୍ୟଜୀବୀମାନେ ଅଠରବାଙ୍କି ବାଲିପ୍ଲଟ ମାଛ ବେସକୁ ଫେରୁଥିବାବେଳେ ପାରାଦୀପ ମହାନଦୀ ମୁହାଣରେ ସେମାନଙ୍କ ଡଙ୍ଗାଟି ଓଲଟପଡିଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଉଚ୍ଚା ଲହଡି…

କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସହାୟତା

ଯାଜପୁର: କରୋନା ମହାମାରୀରରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା। ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ସାମ୍ବାଦିକ ରତିକାନ୍ତ ବଳଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ…

ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା ନିରୀହ ଶିଶୁର ଜୀବନ

ନବରଙ୍ଗପୁର: ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା କଅଁଳ ଶିଶୁର ଜୀବନ। ନବରଙ୍ଗପୁର ବଡଡାଇଭଟ୍ଟା ଗାଁ ରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ୯ ମାସର ନିଷ୍ପାପ ଶିଶୁ ପୁତ୍ର ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି । ଛୁଆର ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ଛଅ…

ଜାଭେଦ ଅଖତର୍‌ଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନେଇ ମୁମ୍ବାଇ ପୋଲିସ ସୋମବାର ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଓକିଲ ସନ୍ତୋଷ ଦୁବେଙ୍କ ଦ୍ୱାରା ଦାଖଲ କରାଯାଇଥିବା…

ସେଲଫି ହେଲା କାଳ, ନାଗାବଳୀରେ ନିଖୋଜ ଯୁବକ

ରାୟଗଡା: ସେଲଫି ହେଲା କାଳ। ସେଲଫି ନେଉଥିବା ବେଳେ ନାଗାବଳୀ ନଦୀରେ ଖସିପଡିଲେ ଯୁବକ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର ।…

ଯୁବକଙ୍କ ରହସ୍ୟଜନକ ମୃତ୍ୟୁ , ଆତ୍ମହତ୍ୟା ନା ହତ୍ୟା ?

ଖୋର୍ଦ୍ଧା:ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ କୋଦାପୁର ଗାଁ ର ଅମିନ ପ୍ରଧାନଙ୍କ ପୁ୍ଅ ପାଣ୍ଡବ ପ୍ରଧାନ ବୋଲି ଜଣାପଡ଼ିଛିା ବାଲୁଗାଁ ପୋଲିସ ଘଟଣା…

ଜାୟଡସ କାଡିଲା ଟିକା; ଡୋଜ୍‌ ପିଛା ଦାମ୍‌ ୩୦୦ ଟଙ୍କା!

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧୀ ଟିକା ZyCov-D ର ମୂଲ୍ୟ ନିର୍ଣ୍ଣୟ ଉପରେ କେନ୍ଦ୍ର ଏବଂ ଜାୟଡସ୍ କ୍ୟାଡିଲା ମଧ୍ୟରେ ଆଲୋଚନା ଚାଲିଛି। ଏହାରି ଭିତରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକାର ମୂଲ୍ୟ ପ୍ରତି ଡୋଜ ପିଛା ୩୦୦ ଟଙ୍କା ରହିପାରେ। ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ…