Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ଚାରି ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତର ପୁରିପଡ଼ା ଗ୍ରାମରେ ଅଘଟଣ। ଗ୍ରାମର କୈଳାସ ରାଉତଙ୍କ ବାସଗୃହ ସମେତ ଗୁହାଳଘରେ ଅଗ୍ନିକାଣ୍ଡ ଘଟି ଚାରିଗୋରୁ ଜୀବନ୍ତ ଦଗ୍ଧ। ପୁରିପଡ଼ା ଗ୍ରାମର କୈଳାସ ରାଉତ ରାତିରେ ଗୁହାଳ ଘରେ ମଶା ଧୁଆଁଦେଇଥିଲେ। ଖାଇସାରି ଶୋଇଥିବା ସମୟରେ…

ପୁଣି ବର୍ଷିବ ଜୋର୍, ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଏ ନେଇ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ…

ଚାକିରୀ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ,୫ ଅଟକ

କଳାହାଣ୍ଡି : ଚାକିରୀ ଦେବା ନାଁ ରେ ଠକେଇ । ଭବାନୀପାଟଣାର ଚୁଡିହରିପଡା ଠାରେ ଚାକିରୀ ଦେବା ବାହାନା କରି ପ୍ରାୟ ୬୦ ଜଣ ଯୁବକଙ୍କୁ ଠକିବା ଅଭିଯୋଗରେ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ଟାଉନ ଥାନା ପୋଲିସ ୫ଜଣକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ…

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଚାଷୀ ମୃତ

ମୟୁରଭଞ୍ଜ  : ଥମୁନି ହାତୀ ଆତଙ୍କ । ବିଭିନ୍ନ ଗାଁରେ ହାତୀ ପଶି ଆତଙ୍କ ଖେଳାଇ ଚାଲିଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଭଦୁଆଷୋଳ ଗାଁରେ ଅଘଟଣ ।  ହାତୀ ଆକ୍ରମଣରେ ଭଦୁଆଷୋଳ ଗାଁର ଅର୍ଜୁନ ହାଁସଦା ନାମକ ଜଣେ ବୃଦ୍ଧ…

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ…

ଗଜପତି ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୮୨୦ କୋଟିର ପ୍ରକଳ୍ପ

ପାରଳାଖେମୁଣ୍ଡି: ଦିନିକଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ଜିଲ୍ଲାରେ ୧ଲକ୍ଷ ୩୬ ହଜାର ପରିବାରକୁ BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।…

ଫିଲ୍ମ ରାମାୟଣରେ ରାମ ହେବେ ରଣବୀର ଆଉ ରାବଣ ହ୍ରିତିକ୍‌ !

ନୂଆଦିଲ୍ଲୀ: ଶନିବାର ଜ୍ୟାକି ଭାଗ୍ନାନୀଙ୍କ କାର୍ଯ୍ୟାଳୟ ଥିବା ବିଲ୍ଡିଂରେ ରଣବୀର କପୁର ଏବଂ ହ୍ରିତିକ ରୋଶନଙ୍କୁ ଦେଖିବା ପରେ ଏକାଧିକ କଳ୍ପନାଜଳ୍ପନା ଚାଲିଛି। ଖବର ମୁତାବକ ରଣବୀର କପୁର ଏବଂ ହ୍ରିତିକ ରୋଶନ ନୀତେଶ ତିୱାରୀଙ୍କ ରାମାୟଣରେ ରାମ ଓ ରାବଣର ଭୂମିକାରେ ଅବତୀର୍ଣ୍ଣ…

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଚାରିଆଡେ…

ଭୀମଭୋଇଙ୍କ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ; ଜଗତ ଉଦ୍ଧାର ହେଉ ।” ଏଇଭଳି ପଦେ କବିତା ପୃଥିବୀରେ ଆଉ କିଏ କେଉଁଠି ଲେଖିଛନ୍ତି ? ଏପର୍ଯ୍ୟନ୍ତ, ବିଶେଷକରି ମୋ ଦୃଷ୍ଟିକୁ ଆସିନାହିଁ ।…

୨୦ ଫୁଟ୍ ଲମ୍ବ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର: ବିରାଟକାୟ ସାର୍କ ଜବତ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ଏହାର ଓଜନ ୮ କିଣ୍ଟାଲ୍ ହେବ । ସମୁଦ୍ର ବାଲିରେ ସାର୍କର ମୃତଦେହ ଅଧା ପୋତି ହୋଇ ରହିଥିଲା । ସ୍ଥାନୀୟ ଲୋକ ଦେଖି ବାଲିକୁ ଖୋଳିଥିଲେ…