Latest Odisha News

BREAKING NEWS

ପାକିସ୍ତାନ ସାମ୍ବାଦିକଙ୍କ ଚାଂଚଲ୍ୟକର ବୟାନ, ଲାଡେନଙ୍କୁ ମରାଯିବାର ମିଛ ନାଟକ କରିଥିଲା ଆମେରିକା

ଇସଲାମବାଦ: ତାଲିବାନ ହାତରେ ଆଫଗାନିସ୍ତାନକୁ ଟେକି ଦେଇ ଆମେରିକା ତାର ରାସ୍ତା ଦେଖିଛି । ଏହା ମଧ୍ୟରେ ଏବେ ଏକ ଚାଂଚଲ୍ୟକର ବୟାନ ଆସିଛି । ପାକିସ୍ତାନ ଜଣେ ସାମ୍ବାଦିକ ଦୃଢ଼ତା ସହାକାରେ କହିଛନ୍ତି ଓସାମା ବିନ ଲାଡେନଙ୍କୁ ଆମେରିକା ମାରି ନାହିଁ । ଦୁନିଆ ଆଖିରେ ଧୂଳି ପକାଇବା ପାଇଁ…

ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ, କୋଟିଆ ନେରେଡିବାଲସାରେ ଲାଗିଲା ଓଡ଼ିଆ ନାମଫଳକ

କୋରାପୁଟ : ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ । କୋଟିଆରେ ଲାଗିଲା ଓଡ଼ିଆ ନାମ ଫଳକ । ଗତ ୨୭ ତାରିଖ ରାତିରେ ବିବାଦୀୟ କୋଟିଆରେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ନାମଫଳକୁ ହଟାଇ ଦେଇଥିଲା ଆନ୍ଧ୍ର । ଆଉ ଆଜି କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଟାଙ୍ଗି ବ୍ଲକ ପ୍ରଶାସନ ୩ଟି ଗ୍ରାମରୁ…

ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନର ପୁନଃ ଚଳାଚଳ

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ତିନି ଯୋଡା ଟ୍ରେନର ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । କଟକ-ପୁରୀ-କଟକ, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦୀପ-କଟକ ସ୍ବତନ୍ତ୍ର ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି…

ବୈପାରିଗୁଡା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ

କୋରାପୁଟ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଥିଲ। ଅଭିଯୁକ୍ତକୁ ବୈପାରିଗୁଡା ଥାନା ଅନ୍ତର୍ଗତ ଦିସାରିଗୁଡାର ବୈଦନାଥ କୁମାରଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଆର୍ଥିକ…

ରେଳ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଟିକେଟ ବୁକ୍ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗର ନୂଆ ନିୟମ । ଭାରତୀୟ ରେଳର ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ରେଳ ସେବା ଦୁଇ ବର୍ଷ ପରେ ନୂଆ ସମୟ ସାରଣୀ ମୁତାବକ ଚାଲିବ । ଅକ୍ଟୋବର ପହିଲାରୁ ପ୍ରୟାଗରାଜ ମଣ୍ଡଳରେ ସମସ୍ତ…

ମହାମାରୀ କରୋନା ପାଇଁ ଅକ୍ଟୋବର ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର : ଆସିଲା ଅକ୍ଟୋବର ମାସର କୋଭିଡ ଗାଇଡଲାଇନ୍ । ପାର୍ବଣ୍ୟକୁ ନଜରରେ ରଖି ରାଜ୍ୟ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍ । ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ । ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ପୂଜା…

କୌଣସି ଖେଳାଳି କୋହଲିଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି: ବିସିସିଆଇ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ କୌଣସି ଖେଳାଳି ଅଭିଯୋଗ କରି ନାହାନ୍ତି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁନ ଧୁମାଲ ଗୁରୁବାର କହିଛନ୍ତି । କେତେକ ଗଣମାଧ୍ୟମରେ ରୋହିତ ଶର୍ମା, କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରକାଶ…

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ..... ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ ତା ମୁହଁରୁ ପାଇଲି ଖବର ସେ ପାଇଛି ଏକ ଛାଡ଼ପତ୍ର ନୂଆ ବିଶ୍ୱ ଦରବାରେ କରେ ତେଣୁ ଜାହିର ସେ ଅଧିକାର ତା'ର ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…

ଆସନ୍ତୁ ଜାଣିବା କିଏ କହିଲେ ମୋତେ ଟ୍ୟାଗ କରନି, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ

ନୂଆଦିଲ୍ଲୀ: ପଞ୍ଜାବରେ ଅମ୍ରିନ୍ଦର ସିଂଙ୍କୁ ରାଜନୀତି ଜୋର ଧରିଛି । ତେବେ ଏହି ରାଜନୀତି ଛକାପଞ୍ଝାରେ ଫସି ଯାଇଛନ୍ତି ଫୁଟବଲ ଗୋଲକିପର ଅମ୍ରିନ୍ଦର ସିଂ । ୟୁଜର୍ସ ଅଯଥାରେ ବିଭିନ୍ନ ପୋଷ୍ଟ ଏବଂ ଟୁଇଟରେ ତାଙ୍କୁ ଟ୍ୟାଗ କରୁଛନ୍ତି । ଏଥିନେଇ ସେ ବ୍ୟତୀବ୍ୟସ୍ତ ହୋଇ ପଡିଛନ୍ତି । ପ୍ରିୟ ନ୍ୟୁଜ…

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ୍ ସିଂହ

ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ଆଜି ବିଦ୍ଧିବଦ୍ଧ ଭାବେ ସେ ହକିକୁ ଅଲବିଦା କହିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ…