Latest Odisha News

BREAKING NEWS

ସ୍ପା’ରେ ସିରିଜ ଗୁଳିମାଡ଼, ୮ ଜଣଙ୍କର ମୃତ୍ୟୁ

ଜର୍ଜିଆ(ଆମେରିକା): ଆମେରିକାର ଜର୍ଜିଆରେ ଗୁଳିକାଣ୍ଡ । ତିନିଟି ପୃଥକ ପୃଥକ ସ୍ପା'ରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ହେପାଜତରେ ନେଇଛି । ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି ଜର୍ଜିଆର ତିନିଟି…

କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଗୁଳିମାଡ଼

ବ୍ରହ୍ମପୁର: କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ପରେ ଗୁଳିମାଡ଼ । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳେ ଏଭଳି ଘଟିଛି । ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଖଡ଼ା ସିଂ ଧୋବାସାହିର ଜଣେ ଯୁବକ ରାତିରେ ବାହାରେ କୁକୁରକୁ ବୁଲାଉଥିଲେ । ଯାହାର…

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି…

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ…

ଭୁବନେଶ୍ୱର ଓମଫେଡ୍ ଛକରେ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର, ୪ଜଣ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଅଘଟଣ । ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । ଚନ୍ଦ୍ରଶେଖରପୁର ଓମଫେଡ୍ ପାର୍ଲର ପାଖରେ ଥିବା ଟ୍ରାନ୍ସଫର୍ମର ଫାଟିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଟ୍ରାନ୍ସଫର୍ମର ପାଖରେ ଜଳଖିଆ ଦୋକାନ କରିଥିବା ବାପା ଓ ପୁଅ ଥିବା ଜଣା ପଡ଼ିଛି । ୪ ଆହତଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୧୭-୩-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ତା ୧୭ରିଖ ବୁଧବାର ମୀନ ୪ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ମେଷ ରାଶିର ଆଜିର ନିଷେଧ ଖାଦ୍ୟ-…

ଫୋଟୋ ଚିତ୍ର ପ୍ରଦର୍ଶନୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ ଦିନିଆ 'ଆଜାଦୀ କା ଅମୃତ ମହୋତ୍ସବ' ଶୀର୍ଷକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି ଅବସର 'ଓଡ଼ିଶାରେ ଗାନ୍ଧୀ 'ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ଠ…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଇଂଲଣ୍ଡର ଦମଦାର ବିଜୟ । ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୫୨ ବଲରୁ ଅପରାଜିତ ୮୩ ରନ ସଂଗ୍ରହ କରିଥିବା ଜୋସ ବଟଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ…

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ, ଓଡ଼ିଶାର ୨୨ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ

ଭୁବନେଶ୍ବର : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ମିଶାନ କୋଭିଡ ସୁରକ୍ଷା ଅଭିଯାନ । କରୋନା ସତର୍କତା ଓ ନିୟମାବଳୀକୁ ପାଳନ କରିବାକୁ ଗୁରୁତ୍ବ ଦେଇଛି ରିଲାଏନ୍ସ ଫାଉଣ୍ଡେସନ । ଏହି ଅବସରରେ ରାଜ୍ୟର ୨୨ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟାଯାଇଛି ।…

ସିନିୟର ମହିଳା ଦିନିକିଆ କ୍ରିକେଟ: ତ୍ରିପୁରାକୁ ହରାଇଲା ଓଡିଶା, ବ୍ୟାଟିଂରେ ସୁଶ୍ରୀ ଓ ବୋଲିଂରେ ମଧୂସ୍ମିତାଙ୍କ କମାଲ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ମଙ୍ଗଳବାର ଓଡିଶା ୪୩ ରନରେ ତ୍ରିପୁରାକୁ ପରାସ୍ତ କରିଛି । ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ଓ ବୋଲିଂରେ ମଧୂସ୍ମିତା ବେହେରା ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଓଡିଶା ୫୦ ଓଭରରେ…