କିମ୍ସରେ ହେଲା ସଫଳ କିଡ୍ନୀ ପ୍ରତ୍ୟାରୋପଣ
ଭୁବନେଶ୍ୱର: କିମ୍ସରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ । ପ୍ରଥମର ଥର ଲାଗି କିମ୍ସରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ…