Latest Odisha News

BREAKING NEWS

ଟିଏମସିର ଉପ ସଭାପତି ହେଲେ ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଟିଏମସିରେ ଯୋଗଦେବାର ଦୁଇ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ସୋମବାର ଦଳର ଉପ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଟିଏମସି ଜାତୀୟ କାର୍ଯ୍ୟ କମିଟିର ସଦସ୍ୟ ମଧ୍ୟ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ…

ଭୟଙ୍କର ନିଆଁ: ଜଳିଗଲେ ଗୋଟିଏ ପରିବାରର ୫ ଜଣ

ପାଟନା: ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଗୋଟିଏ ପରିବାରର ପାଞ୍ଚ ଜଣ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ଭିତରେ ଚାରି ଜଣ ଛୁଆ ଅଛନ୍ତି । ବିହାର କିଷାନଗଞ୍ଜ ଜିଲ୍ଲାରେ ଏଭଳି ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ସଲାମ କଲୋନୀରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ…

ତୁମେ ଖୁସିରେ ରୁହ… ଭିଡିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ

ଲକ୍ଷ୍ନୌ: ବିଜେପି ସାଂସଦ କୌଶଲ କିଶୋରଙ୍କ ବୋହୂ ଆତ୍ମହତ୍ୟା ଉଦ୍ୟମ କରିବା ମାମଲା ସାମ୍ନାକୁ ଆସିଛି। ସେ ବିଳମ୍ବିତ ରାତିରେ କାକୋରୀରେ ସାଂସଦଙ୍କ ଘର ବାହାରେ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ହାତର ଶିରା କାଟିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସୂଚନା ଅନୁଯାୟୀ ତାଙ୍କ…

ଚାଲିପାରୁନି ବିଧାନସଭା, ଆଜି ପୁଣି ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି । ଚାଲି ପାରୁନି ଗୃହ କାର୍ଯ୍ୟ । ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ଓ ବିଜେପିର ହଟ୍ଟଗୋଳ କରିଛନ୍ତି । ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା…

କୋଭିଡ୍ ଟିକାକରଣରେ ବ୍ରିଟେନକୁ ପଛରେ ଛାଡ଼ିଲା ଭାରତ

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ମହାସଂଗ୍ରାମ ଜାରି ରଖିଛି ଭାରତ । ବୃହତ ଟିକାକରଣ ଅଭିଯାନ ଚାଲିଛି । ଦୁଇ ମାସ ଭିତରେ ଅଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱର ଦୁଇ ନମ୍ବର ଦେଶ ହୋଇଛି ଭାରତ । ବ୍ରିଟେନକୁ ଟପିଛି । ଆମେରିକା ପରେ ସର୍ବାଧିକ ଟିକାକରଣରେ ଦ୍ୱିତୀୟ ଦେଶ…

ବଢୁଛି ସଂକ୍ରମଣ; ଦିନକରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ନୂଆ ୨୬ ହଜାର ୨୯୧ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୧,୧୩,୮୫,୩୩୯କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।…

ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

କେନ୍ଦୁଝର: ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଚାଷୀ । ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ତେଲକୋଇ ଅନ୍ତର୍ଗତ…

ଧରାପଡିଲେ ଜଙ୍ଗଲରେ ନିଆଁ ଲଗାଉଥିବା ୨ ବ୍ୟକ୍ତି

ବୌଦ୍ଧ: ଗତକିଛି ଦିନ ହେବ ରାଜ୍ୟରେ ଜଳୁଥିବା ଅନେକ ଜଙ୍ଗଲ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗର କର୍ମଚାରୀ ଆଜି ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବାପ ଓ ପୁଅଙ୍କୁ ଧରିଛନ୍ତି। ସୂଚନା ଅନୁଯାୟୀ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା…

ଟିପର-ବସ୍ ଧକ୍କାରେ ଜଣେ ମୃତ ଓ ୮ ଆହତ, ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ବସ୍

ଭୁବନେଶ୍ୱର: ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି…

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ…