୧ ରେ ପ୍ରେକ୍ଷାଳୟକୁ ଆସିବ ମାଧବନ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି’
ମୁମ୍ବାଇ: ଅଭିନେତା ଆର ମାଧବନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ ଏହାର ରିଲିଜ୍ ତାରିଖ ପ୍ରକାଶ କରିଛି। ଏହା ଏପ୍ରିଲ୍ ୧, ୨୦୨୨ ରେ ମୁକ୍ତିଲାଭ କରିବ। ମାଧବନ୍ କେବଳ ଫିଲ୍ମରେ ଅଭିନୟ କରିନାହାଁନ୍ତି ବରଂ ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ସଂରଚନା ଏବଂ…