Latest Odisha News

BREAKING NEWS

ରାଜେନ୍ଦ୍ର ମିଶ୍ର ପାଇବେ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାରଙ୍କ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ , ଆଗ୍ରା ପକ୍ଷରୁ ୨୦୧୮ ବର୍ଷ ପାଇଁ ହିନ୍ଦୀ ସେବୀ ସମ୍ମାନ ପୁରସ୍କାର ଘୋଷିତ ହୋଇ ଯାଇଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଗଙ୍ଗା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୭ କିଏ ସିଏ  ? ସବୁ ପ୍ରତିକ୍ରିୟାକୁ ଲୁଚେଇ ଦିଦି କହିଲା। ଭାରି ସୁନ୍ଦର ସେ ନିଜକୁ ଲୁଚେଇପାରେ। : ଚିହ୍ନିନ ତାଙ୍କୁ ଅବିଶ୍ବାସମିଶା ଗଳାରେ ପ୍ରଶ୍ନ। :ନା, ଉତ୍ତର ଫେରେଇଲା ଦିଦି। ଫେରିଗଲେ ସେଇଠୁ ମିସେସ…

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ…

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।…

ଭୁବନେଶ୍ୱରରେ ହେବ ଜାତୀୟ ଚେସ ଏକାଡେମୀ

ଭୁବନେଶ୍ୱର: ଭାରତର କ୍ରୀଡା କେନ୍ଦ୍ର ହେବାକୁ ଯାଉଛି ଓଡିଶା । ଭୁବନେଶ୍ୱରରେ ଜାତୀୟ ଚେସ ଏକାଡେମୀ ହେବା ନେଇ ଘୋଷଣା କରିଛି ସର୍ବଭାରତୀୟ ଚେସ ଫେଡେରେଶନ । କିଟ ଓ କିସ କ୍ୟାମ୍ପସରେ ଏହାକୁ ସ୍ଥାପନ କରାଯିବ । ଜୟପୁରରେ ଆୟୋଜିତ ବାର୍ଷିକ ବୈଠକରେ ଏଆଇସିଏଫ ଓଡିଶା ଚେସ ଆସୋସିଏଶନ ସଭାପତି…

ଜାତୀୟ ଜୁନିୟର ଖୋ ଖୋ: ବାଳିକା ବିଭାଗର କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଓଡିଶା ବାଳିକା ଟିମ୍ ହିମାଚଳ ପ୍ରଦେଶକୁ ୨୬-୫ ପଂଏଟରେ ପରାସ୍ତ କରିଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଓଡିଶା ଦଳ…

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ…

କେଭିଆଇସି ପକ୍ଷରୁ ଓଡ଼ିଶାର ପ୍ରଥମ ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର : ଟସର ପ୍ରଜାତୀର ସିଲ୍କ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡ଼ିଶାର ସିଲ୍କ ବୁଣାକାର କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହାସହ ଅଧିକ ମୂଲ୍ୟ…