Latest Odisha News

BREAKING NEWS

ଜଳାଭାବ ଭାରତରେ ଜଳର ସୁପରିଚାଳନା ଆବଶ୍ୟକ

ଜଳ, ପବନ ଭଳି ଏ ଜୀବଜଗତ ପାଇଁ ଅତି ଆବଶ୍ୟକ । ପୃଥିବୀରେ ଯଦିଓ ଯଥେଷ୍ଟ ଜଳ ଗଚ୍ଛିତ ଅଛି, ମାତ୍ର ତାହାର ୯୭.୫ ଶତାଂଶ ଲୁଣିଆ ଅଟେ । ଅବଶିଷ୍ଟ ଜଳର ୧.୭ ଶତାଂଶ ବରଫ ଓ ଗ୍ଲେସିଅର ଭାବେ, ୦.୭୫ ଶତାଂଶ ଭୂଗର୍ଭର ଜଳଭାବେ ଏବଂ ଅବଶିଷ୍ଟ ୦.୦୫ ଶତାଂଶ ନଦୀ, ହ୍ରଦ ଇତ୍ୟାଦରେ ମିଳିଥାଏ । ମାତ୍ର…

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ…

ଦର୍ଶକଙ୍କୁ ବାନ୍ଧି ରଖିଲା ଧବାଲ କ୍ଷତ୍ରୀଙ୍କ କ୍ରିଏଟିଭ ପେଣ୍ଟିଂ

ଭୁବନେଶ୍ୱର : ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ ହୋଇଯାଇଛି।  ଉଦଯାପନ ସମାରୋହରେ ଚିନ୍ମୟୀ କ୍ଲାସିକ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କ ଦ୍ଵାରା…

କବିତା : କୁହୁଡି ପହଁରା

ସୁବ୍ରତ କୁମାର ଜେନା ସ୍ଥିର ଏଇ କ୍ଷଣ, ହେଲେ ପ୍ରକୃତି ନିଏ ଲେଉଟାଣି, ଅଡ଼ୁଆ ତାଡୁଆ ଅନେକ ପ୍ରଶ୍ନଗୁଛ, କିନ୍ତୁ ଭାଗ୍ୟଯେ ବାଆଁରା ପକ୍ଷୀ, କେବେ ଉର୍ଦ୍ଧଗାମୀ କେବେ ରସାତଳ , ପ୍ରୟାସ କିନ୍ତୁ ଲାଗି ରହିଛି ନିରନ୍ତର, ହୁଏତ ବାନ୍ଧିପାରେ ଜହ୍ନକୁ ହାତ ପାପୁଲିରେ । ବାଲି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୧୨-୩-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୨ରିଖ ଶୁକ୍ରବାର କୁମ୍ଭ ୨୯ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର : ଓଁ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ଶିବ ପଞ୍ଚାକ୍ଷରୀ ଧ୍ବନୀ ସହ ଭକ୍ତିମୟ ହେଲା ପରିବେଶ । ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ…

ଆସନ୍ତାକାଲିଠୁ ପଟିଆଲାରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ : ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର ପରେ ପଞ୍ଜାବରେ ମଧ୍ୟ ସଂକ୍ରମଣ ମାମଲା ଧିରେ ଧିରେ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ଜଳନ୍ଧର, ଏସ୍‌ବିଏସ୍‌ ନଗର, ହୋସିଆରପୁର୍‌ ଏବଂ କପୁରଥାଲାରେ ନାଇଟ୍ କର୍ଫ୍ୟୁ ଘୋଷଣା…

ଗୋପାଳପୁର ସମୁଦ୍ରରେ ଓଲଟିଲା ବୋଟ୍, ୯ ପର୍ଯ୍ୟଟକ ଉଦ୍ଧାର

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଅଘଟଣ । ଗୋପାଳପୁର ସମୁଦ୍ର ଭିତରକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ଓଲଟିଲା ବୋଟ୍ । ଫଳରେ ବୋଟ୍‌ରେ ଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ବୋଟ୍‌ ପହଞ୍ଚି ପର୍ଯ୍ୟଟକଙ୍କ ଉଦ୍ଧାର କରିବାରେ ସଫଳ…

ବିନା ବିଜୁଳିର ଫ୍ରିଜ୍, ମାଟିରେ ତିଆରି ଫ୍ରିଜ୍ କରି ଚର୍ଚ୍ଚାରେ ମନସୁଖ, ଫ୍ୟାକ୍ଟ୍ରି ମାଧ୍ୟମରେ ଅନେକଙ୍କୁ ରୋଜଗାର 

ଗୁଜୁରାଟ: ଅନେକଙ୍କ ସଉକ ଅଧିକ ପଇସା ଖର୍ଚ୍ଚ କରି ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ ଜିନିଷ କିଣିବା । ଆଉ କିଛି ଲୋକଙ୍କ ପସନ୍ଦ ଶସ୍ତା ସୁନ୍ଦର ମଜବୁତ ଜିନିଷ । ଏଭଳି କିଛି ଶସ୍ତା ସୁନ୍ଦର ମଜବୁତ ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ରାଜକୋଟ ନିବାସୀ ମନସୁଖ ଭାଇ ପ୍ରଜାପତି । …

ସରକାରଙ୍କ ଦାବି, ଆୟତ୍ତରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନକୁ କେନ୍ଦ୍ରୀୟ ଟିମ୍ ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଗୁରୁବାର ଦିନ ଓଡିଶା ସରକାର ଦାବି କରିଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ନେଇ ଏକ ବିଜ୍ଞପ୍ତିରେ ବନ ବିଭାଗର ପ୍ରିନସିପାଲ୍ ଚିଫ୍ କନଜରଭେଟର…