Latest Odisha News

BREAKING NEWS

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ଆଜି ରାଜ୍ୟରୁ ୬୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୩୭୫ ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୬୯ । ୧୮ ବର୍ଷରୁ କମ୍ ଆଉ ୭୨ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି । Covid-19…

କରୋନା ବିରୋଧରେ ଫାଇଜରକୁ ବୁଷ୍ଟର ଡୋଜ୍‌ ଭାବେ ନେବାକୁ ମିଳିଲା ଅନୁମତି

ୱାଶିଂଟନ୍: ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ପ୍ରଶାସନ ବୁଧବାର ଦିନ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଫାଇଜର୍‌କୁ ବୁଷ୍ଟର୍ ଡୋଜ୍ ଭାବେ…

କାଲି ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ ହେବ, ୨୫ରୁ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର: ଗତକାଲିର ଘୁର୍ଣ୍ଣିଳୟ ମିଆଁମାର ଉପକୂଳ ଓ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ…

ୱାଶିଂଟନରେ ପିଏମ ମୋଦୀ; ଆଜି ଆମେରିକାର ଶ୍ରେଷ୍ଠ ୫ କମ୍ପାନୀର ସିଇଓଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କର ଆମେରିକା ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ…

ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ, ୪ ଜଣ ଆହତ

ବ୍ରହ୍ମପୁର: ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ । ବସ୍ ଠିଆ କରି ପରିଶ୍ରା ପାଇଁ ଯିବା ବେଳେ ଧକ୍କା ଦେଇଥିଲା ଅଟୋ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡଙ୍ଗପୁରରେ ଏହି ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ନୟାଗଡ଼ ଜିଲ୍ଲାର ସୁଧାକର ସାହୁ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ…

ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ, ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିବା ରାଜଧାନୀର ଜ୍ୟୋଜିପ୍ରକାଶ ବେହେରାଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ସାଂସଦ କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ୱାଦଶ ଯାଏ…

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ…

କବିତା : ସ୍ବରଲିପି

ଭକ୍ତ ଚରଣ ସୁନାନୀ  ଭାବୁଥିଲି ସାରାଜୀବନ ଏମିତି ଲୁଚେଇ ଦେବି ଛାତି ତଳେ ମୋ ଅକୁହା ବ୍ୟଥାକୁ ଆଖି ପଲକରେ ସବୁ ଲୁହକୁ ମିଛର ଲଫାପାରେ ସବୁ ସତକୁ ଅନ୍ଧାରର ପଣତରେ ସବୁ ଲାଜକୁ ମୋ ଦେହର ଅଲୋଡା କ୍ଷତକୁ ଅସ୍ପୃଶ୍ୟ ଦାଗକୁ। ଜୀଇଁଯିବି ଏମିତି ସମାଜରେ ଉଆଁଶୀ କନ୍ୟାଟେ ପରି…

ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ବର୍ଷା ବାଣ୍ଟିଲେ ପୁସ୍ତକ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ପାଠାଗାର ଆନ୍ଦୋଳନର ପୁରୋଧା ସ୍ବର୍ଗତଃ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାରର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି…