ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ, ୩ ଆତଙ୍କୀ ଗିରଫ
ଚଣ୍ଡୀଗଡ: ପଞ୍ଜାବ ପୋଲିସର ସତର୍କତା ଯୋଗୁ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି । ସେମାନେ ତରନତାରନରେ ବିସ୍ଫୋରଣ କରିବା ଯୋଜନା ରଖିଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀ ପଞ୍ଜାବର ମୋଗା ଅଂଚଳର ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି…