Latest Odisha News

BREAKING NEWS

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ୧୪ ଦିନ ପୋଲିସ ହାଜତରେ ରହିବେ ଶିଷ୍ୟ

ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଆନନ୍ଦ ଗିରି ଓ ଆଦ୍ୟ ତିୱାରୀଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା। ଏବିଏପି ସଭାପତି ଆଚାର୍ଯ୍ୟ ମହନ୍ତ…

ଆତଙ୍କବାଦୀଙ୍କୁ ସହାୟତା: ୨ ପୋଲିସ କର୍ମୀ ସମେତ ୬ ସରକାରୀ କର୍ମଚାରୀ ନିଲମ୍ବିତ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଲୁଚି ଛପି ସହାୟତା କରୁଥିବା ଅଭିଯୋଗରେ ଆଜି ଜମ୍ମୁ-କଶ୍ମୀରର ୨ ପୋଲିସଙ୍କ ସମେତ ୬ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତଦନ୍ତ ପାଇଁ ଆବଶ୍ୟକ ସମୟ ପ୍ରଦାନ କରାଯାଇଥିଲା । ଏହା ପରେ ସମ୍ବିଧାନର ଧାରା ୩୧୧(୨)(ସି)…

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା ।  ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ ।…

ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ: ବାଳକ ବିଭାଗରେ ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ । ଓଡିଶା ବାଳକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ସ୍ୱତନ୍ତ୍ର ଷ୍ଟାଇଲରେ ଆରମ୍ଭ କରିଛନ୍ତି । ଓଡିଶା ୨୨ ପଂଏଟ ଏବଂ ଗୋଟିଏ ଇନିଂସରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଓଭରାଲ…

ତାଲିବାନ ସହ ଆର୍‌ଏସ୍‌ଏସ୍‌ର ତୁଳନା ଜାଭେଦଙ୍କୁ ପଡ଼ିଲା ମହଙ୍ଗା, କ୍ଷମା ନମାଗିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନକୁ ତାଲିବାନ ସହିତ ତୁଳନା କରିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହାସହ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।…

ଜନ ଶୁଣାଣି କେନ୍ଦ୍ରରେ ଉତ୍ତେଜନା , କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

କୋରାପୁଟ : ଜନଶୁଣାଣି କେନ୍ଦ୍ରରେ ଉତ୍ତେଜନା । କମ୍ପାନୀ ଅଧିକାରୀଙ୍କୁ  ମାଡ ମାରିଲେ ଗାଁ ଲୋକ। ଗୁରୁତର ଅବସ୍ଥାରେ  ହିଣ୍ଡଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ସେମିଳିଗୁଡା ମେଡିକାଲରେ ଭର୍ତି ହୋଇଛନ୍ତି । କୋରାପୁଟ ହିଣ୍ଡଲକୋ ପକ୍ଷରୁ ଆଜି କଙ୍କଡା ଆମ୍ବ ଗାଁ ରେ ଜନଶୁଣାଣି ହେବାକୁ ଥିବା…

ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲା: ୧୪ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ପାଟନା: ବହୁ ଚର୍ଚ୍ଚିତ ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲାରେ ଆଜି ରୋଷଡା କୋର୍ଟ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୮ରେ ବିକାଶ ଅଫିସରୁ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ସମୟରେ ଦୁବୃତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏଲଜେପି ବ୍ଲକ…

ପୁଣି ଏକ ଲଘୁଚାପ ,୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଆଇପିଏଲ ଫେଜ୨ରେ କରୋନା ସଙ୍କଟ, ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ

ଦୁବାଇ: ସମସ୍ତ ପ୍ରକାର ସତର୍କତା ସତ୍ୱେ ଆଇପିଏଲ ଫେଜ୨ରେ କରୋନା ତାର ଉପସ୍ଥିତି ଜାହିର କରି ଦେଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ପେସ ବୋଲର ତ୍ୟାଗୀ ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ହାଇଦ୍ରାବାଦର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସମେତ ପାଂଚ କୋଚିଂ ଷ୍ଟାଫଙ୍କୁ…

କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ବ୍ରିଟେନ; ତଥାପି ରହିଲା କେଁ

ନୂଆଦିଲ୍ଲୀ: ବ୍ରିଟେନ ଶେଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା 'କୋଭିଶିଲ୍ଡ'କୁ ଏହାର ନୂତନ ଭ୍ରମଣ ନିୟମରେ ଅନୁମୋଦନ କରିଛି। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିନ୍ତୁ ଏଥିରେ ଏକ କେଁ ମଧ୍ୟ…