ଶିବରାତ୍ରୀରେ ତାଣ୍ଡବ ରଚିବ ଓଲିଉଡ
ଭୁବନେଶ୍ୱର: ଓଲିଉଡରେ ପୁଣିଥରେ ଆରମ୍ଭ ହୋଇଯାଇଛି ତଗଡା କମ୍ପିଟିସନ୍ । ପରସ୍ପରକୁ ଟକ୍କର ଦେବାକୁ ବକ୍ସ ଅଫିସକୁ ଓହ୍ଲାଇଲେଣି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ରଲିଜ ଅପେକ୍ଷାରେ ରହିଛି ଆକ୍ସନ ଥ୍ରିଲର ମୁଭି ତାଣ୍ଡବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଏହାର…