ପୁନର୍ବାର ଏକ ନମ୍ବର ହେଲେ ମିତାଲୀ
ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ର୍ୟାଙ୍କିଙ୍ଗ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଶୀର୍ଷକୁ ଫେରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ର୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ…