ଆନ୍ଧ୍ରପ୍ରଦେଶ : ବାତ୍ୟା ‘ଜୱାଦ’ ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁହେବ ବୋଲି ଆଶଙ୍କା କରାଯାଉଛି।ଏହାକୁ ନେଇ ଆଜି ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିା ୩ ଟି ଜିଲ୍ଲାରୁ ମୋଟ ୫୪ ହଜାର ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ଭାବେ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି। ବାତ୍ୟା ଜୱାଦ ଆନ୍ଧ୍ର ଉପକୂଳ ଦେଇ ଓଡ଼ିଶା ଆସିବ ଆସନ୍ତାକାଲି ମଧାହ୍ନ ସୁଦ୍ଧା ଜୱାଦ ପୁରୀରେ ମାଡ ହେବା ଆଶଙ୍କା ରହିଛି।ଏହା ପ୍ରଭାବରେ ଘଣ୍ଟାପ୍ରତି ୧୦୦ କିମି ବେଗରେ ପବନ ବହିବଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେପଟେ ଆନ୍ଧ୍ରରେ ମଧ୍ୟ ବର୍ଷା ଓ ପବନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
BREAKING NEWS
- ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର
- Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା
- ଅମିତ ରୋହୀଦାସ ୨୫୦ ନଟଆଉଟ
- Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ ଚମ୍ପଟ ମାରିଥିଲେ…
- ଚାଷୀଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଧାନ ପଞ୍ଜିକରଣ ଅବଧି
- ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର
- ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’
- ବିଜେପି ହାତ ଧରିବାକୁ ଯାଉଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ, ଦିଲ୍ଲୀରେ ଚାଲିଛି ଆଲୋଚନା
- ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…
- ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର

Comments are closed.