Latest Odisha News

BREAKING NEWS

ଚମକିଲା ବାରବାଟୀ, ବିଶ୍ୱକପ୍ ଲାଗି ନବୀନ ଓ ଭାଇଚାରା ଲାଗି କଟକକୁ ପ୍ରଶଂସା କଲେ ସଲମାନ୍

କଟକ: ବଲିଉଡ଼ରେ ଭାଇଜାନ୍ ଭାବେ ପରିଚିତ ସୁପରଷ୍ଟାର୍ ସଲମାନ୍ ଖାନ୍ କଟକ ବାରବାଟୀରେ ପହଞ୍ଚିବା ପରେ ସମଗ୍ର ଷ୍ଟାଡ଼ିୟମର ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ବାରବାଟୀ ଷ୍ଟାଡ଼ିୟମରେ ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ର ଉଦଘାଟନୀ…

ହକି ବିଶ୍ୱକପ୍: ଆରମ୍ଭରୁ ଭାରତର ଦମଦାର୍ ବିଜୟ, ଦକ୍ଷିଣ ଆଫ୍ରିକା ୫-୦ରେ ପରାସ୍ତ

ଭୁବନେଶ୍ୱର: ଓଡ଼ିଶା ପୁରଷ ବିଶ୍ୱକପ ହକିରେ ଆୟୋଜକ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କରି ଦମଦାର୍ ବିଜୟ ହାସଲ କରିଛି । ଭାରତ ମ୍ୟାଚର ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରି ମାତ୍ର ୧୨ ମିନିଟ ମଧ୍ୟରେ ୨ଟି ଗୋଲ ସ୍କୋର କରି ପାରିଥିଲା । ଭାରତୀୟ…

ରାଜ୍ୟରେ ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବସ ଓ ଏକ୍ସପ୍ରେସ…

ହକି ବିଶ୍ୱକପ ପାଇଁ ସ୍ୱତନ୍ତ୍ର ଡାକଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି । ଓଡିଶା ହକି ପୁରୁଷ ବିଶ୍ୱକପ ଅବସରରେ ଭାରତର ଡାକ ଓ ତାର ବିଭାଗ ପକ୍ଷରୁ ଏକ ସ୍ମାରକୀ…

ବିଶ୍ୱକପ ହକି: ଆଜି ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ

ଭୁବନେଶ୍ୱର: ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ପରି ହକି ମହାସମରରେ ଆୟୋଜକ ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୭ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ହକି ମ୍ୟାଚରେ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ ଦାବିଦାର ଭାରତ ଦକ୍ଷିଣ ଆଫ୍ରିକାକୁ…

ହକି ମହାକୁମ୍ଭ: ନବୀନଙ୍କୁ ଭୁରିଭୁରି ପ୍ରଶଂସା କଲେ ଶାହରୁଖ୍ ଓ ମାଧୁରୀ

ଭୁବନେଶ୍ୱର : ଓଡିଶା ହକି ବିଶ୍ୱକପ୍-୨୦୧୮ର ଉଦଘାଟନୀ ମହାମହୋତ୍ସବର ସଫଳତା ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ଅଜସ୍ର ପ୍ରଶଂସା କରିଛନ୍ତି । ଭୁବନେଶ୍ୱ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ହକି ବିଶ୍ୱକପ୍ ଉଦଘାଟିତ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହେବା ସହ ଘଟଣାରେ ୩ଜଣ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବଡଗାମ୍ ଜିଲ୍ଲାରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ବରଗଡ: ସୋହେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକରେ ସଚେତନ ନାଗରିକ ମ ଞ୍ଚ ପକ୍ଷରୁ ବୁଧବାର ଦିନ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସବଡିଭିଜନ ମାନ୍ୟତା ଦାବିରେ ନାଗରିକ ମ ଞ୍ଚ ପକ୍ଷରୁ ସୋହେଲା ବ୍ଲକରେ ଏହି ବନ୍ଦ ଡାକରା ଦିଆଯାଇଥିବା ନେଇ ସୂଚନା ମିଳିଛି । ଏହି ବନ୍ଦ ପ୍ରଭାବରେ ସହରର ଦୋକାନ…

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ । ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ: ଜବାବ ଦାଖଲ ଲାଗି ଏଏସଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

କଟକ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ତଥା ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ), କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ…