Latest Odisha News

BREAKING NEWS

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍

ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି…

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ କେଜ୍ରିଓ୍ୱାଲଙ୍କ ବାପା-ମାଆ ବି ଟିକା ନେଇଛନ୍ତି । ସେମାନଙ୍କୁ…

ଘାଟିରେ ଓଲଟିଲା ବସ୍‌, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ

କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ…

ତାଜମହଲରେ ବୋମା ଥିବା ନେଇ ଫେକ୍ ଫୋନ୍ କଲ୍, ଅଭିଯୁକ୍ତ ଗିରଫ

ଆଗ୍ରା: ତାଜମହଲରେ ବମ୍ ଥିବା ନେଇ ଫେକ୍ ଫୋନ୍ କଲ୍ । କେହି ଜଣେ ତାଜମହଲରେ ବମ୍ ଥିବା ଫୋନ୍ କରି ସୂଚନା ଦେଇଥିଲା । ଏହାପରେ ପର୍ୟ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଥିଲା ସିଆଇଏସଏଫ୍ । ଦୁଇଟିଯାକ ଗେଟକୁ ବନ୍ଦ କରି ଦିଆଯାଇଥିଲା । ଦୁଇ…

ଓଡ଼ିଶାରୁ ୮୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୩୨

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସୁସ୍ଥତାଙ୍କ…

ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ ୩୬ ରନ୍ ବାହାରିଛି । ଟି-ଟ୍ୱେଣ୍ଟି ଇତିହାସରେ ଦ୍ୱିତୀୟ…

ସର୍ଜରୀ କରି ସୁନ୍ଦରୀ ହେବାକୁ ଚାହିଁଥିଲ‌େ ଏହି ମଡେଲ୍, ଦେଖନ୍ତୁ ଫ‌ଟ‌ୋ…

ନୂଆଦିଲ୍ଲୀ: ନିଜ ଗାଲକୁ ଦୁନିଆର ସବୁଠୁ ବଡ ଗାଲ ବୋଲି ଦାବି କରୁଥିବା ୟୁକ୍ରେନର ଜଣେ ମଡେଲ ଥ୍ରୋବ୍ୟାକ୍ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ସେ କସମେଟିକ୍ ସର୍ଜରୀ କରିବା ପୂର୍ବ ଓ ପରର ଫ‌ଟୋ ଶେୟାର କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁକ୍ରେନର ଏହି ମଡେଲଙ୍କ ନାମ…

IED ବିସ୍ଫୋରଣରେ ୨ ଯବାନ ସହିଦ, ୨ ଗୁରୁତର

ରାଞ୍ଚି: ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ ଘଟିଛି । ପଶ୍ଚିମ ସିଂହିଭୂମର ହୋୟାହତୁ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍ ବେଳେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଝାଡ଼ଖଣ୍ଡ ପୋଲିସର ବୋଲି ଜଣାପଡ଼ିଛି । ସୁରକ୍ଷାକର୍ମୀଙ୍କୁ…

କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସ‌ୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି। ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ…

୭୦ ଏକରରେ ନୁହେଁ ୧୦୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର ପରିସର

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ସୂଚନା ଅନୁସାରେ, ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ ନିର୍ମାଣ ହେବ । ପୂର୍ବରୁ ୭୦ ଏକର ଜାଗାରେ ନିର୍ମାଣ ନେଇ ସ୍ଥିର ହୋଇଥିଲା । ଟ୍ରଷ୍ଟ ଅନୁସାରେ, ରାମ ଜନ୍ମଭୂମି ପରିସର…