Latest Odisha News

BREAKING NEWS

ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ନିଶାସକ୍ତ ଓ୍ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ଜେଲ୍ କର୍ମଚାରୀ ହାତାହାତି ହୋଇଛନ୍ତି । ୨ ସହକର୍ମୀଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଜେଲକୁ ଡ୍ୟୁଟି କରିବାକୁ ଆସିଥିଲେ । ସେ ନିଶାରେ…

ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

ଭୁବନେଶ୍ୱର: ସାତକୋଶିଆ ଇକୋ ରିଟ୍ରିଟରେ ହୋଇଥିବା ଅଗ୍ନିକାଣ୍ଡରୁ ଆଇପିଏସ୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଓଡ଼ିଶା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି । ରବିବାର…

ମାର୍ଚ୍ଚ ୧ରୁ ଆରମ୍ଭ ହୋଇପାରେ ପରବର୍ତ୍ତୀ ପର୍ଯ୍ୟାୟ ଟିକା ପଞ୍ଜୀକରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ପରବର୍ତ୍ତୀ ପର୍ଯ୍ୟାୟ ଟିକା ପଞ୍ଜୀକରଣ ମାର୍ଚ୍ଚ ୧ ଅର୍ଥାତ୍‌ ସୋମବାରରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ଲୋକମାନେ ସେହି ଦିନ ଟିକାକରଣ ନିର୍ଦ୍ଧାରଣ କରିବେ। “କୋ-ୱିନ୍ ଏବଂ ଅନ୍ୟାନ୍ୟ ଆଇଟି ପ୍ରୟୋଗ ଏବଂ ପ୍ଲାଟଫର୍ମ ସୋମବାର ସକାଳ ପ୍ରାୟ ୧୦ ଟା ପର୍ଯ୍ୟନ୍ତ…

ଚଳିତ ବର୍ଷ ସଫଳତାର ସହ ପ୍ରଥମ ସ୍ପେସ୍‌ ମିଶନ ଲଞ୍ଚ୍‌ କଲା ଇସ୍ରୋ

ବେଙ୍ଗାଲୁରୁ: ଇସ୍ରୋ ଆଜି ବର୍ଷର ପ୍ରଥମ ମିଶନକୁ ସଫଳତାର ସହିତ ଲଞ୍ଚ୍‌ କରିଛି। ଇସ୍ରୋ ଶ୍ରୀହାରିକୋଟା ସ୍ପେସପୋର୍ଟରୁ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆମାଜ‌ୋନିଆ-୧ ଏବଂ ୧୮  ଉପଗ୍ରହକୁ ଅନ୍ୟ ଉପଗ୍ରହକୁ ନେଇଯିବା ପାଇଁ PSLV-C51 ସଫଳ ଉତକ୍ଷେପଣ କରିଛି। ୨୦୨୧ ମସିହାରେ ଏହା ଭାରତୀୟ…

ମୋ ସଙ୍ଗୀତ ମାଧ୍ୟମରେ ଓଡିଶାକୁ ନୂଆ ପରିଚୟ ଦେବାକୁ ଚାହୁଁଛି: ନାଜିଆ ଆଲମ୍

ତୁମେ ସଙ୍ଗୀତ କ୍ଷେତ୍ରରେ ବହୁତ ଆଗକୁ ଯିବ । ସଙ୍ଗୀତ ପାଇଁ ତୁମେ ଉତ୍ସର୍ଗୀକୃତ । ଏହାକୁ ଜାରି ରଖିିଥିବ । ଏକ ସଙ୍ଗରେ ଗୋଟିଏ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ଙ୍କୁ ଏପରି କିଛି କହିଥିଲେ ଲୋକପ୍ରିୟ ଗାୟକ ମାନ୍ନା ଦେ । ସେଦିନ ମାନ୍ନା ଦେଙ୍କ ସେହି କଥା ଆଜି…

ଭାରତରେ ୨୪ ଘଣ୍ଟାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧,୧୦,୯୬,୭୩୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଅପରେସନ୍ ହେବ: ବିଗ୍ ବି ସେୟାର କଲେ ପୋଷ୍ଟ

ମୁମ୍ୱାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି । ଏବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ଅସୁସ୍ଥତା ଯୋଗୁ ଖୁବଶୀଘ୍ର ସର୍ଜରୀ ହୋଇପାରେ । ବିଗ୍ ବି ନିଜ୍ ବ୍ଲଗରେ ପୋଷ୍ଟ କରିଥିବା ଏମିତି କିଛି ଲେଖାରୁ ଏଭଳି ଆଶଙ୍କା କରାଯାଉଛି । ସର୍ଜରୀ ସମ୍ପର୍କରେ ବ୍ଲଗ…

‘ଆଣ୍ଟିଲିଆ’ ବାହାରେ ବିସ୍ଫୋରକ ରଖିଥିବା ସ୍ୱୀକାର କଲା ଜୈଶ୍‌-ଉଲ-ହିନ୍ଦ୍‌

ନୂଆଦିଲ୍ଲୀ: ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ' ବାହାରେ ବିସ୍ଫୋରକ ବୋଝେଇ ଗାଡି ରଖିଥିବା ସ୍ବୀକାର କରିଛି ଏକ ଅଜ୍ଞାତ ସଂସ୍ଥା ଜୈଶ୍‌-ଉଲ-ହିନ୍ଦ୍‌। ଏକ ବାର୍ତ୍ତାରେ ଜୈଶ-ଉଲ୍‌-ହିନ୍ଦ୍‌ କହିଛନ୍ତି ଯେ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ବୋଝେଇ ଗାଡି…

ଆଜି ୧୧ଟାରେ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍‌' ଆଜି ସକାଳ ୧୧ ଟାରେ ସମ୍ବୋଧନ କରିବେ। ଏହା ମନ୍ କୀ ବାତ୍‌ ୨.୦ ର ୨୧ ତମ ସଂସ୍କରଣ ହେବ। ଜାନୁଆରୀରେ ଶେଷ ମନ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ…

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି…