Latest Odisha News

BREAKING NEWS

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ୍ । କାଲି ଅପରାହ୍ନରେ ବିଦ୍ଧିବଦ୍ଧ ଭାବେ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦଳ ମୋହର ମାରିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ…

ଆଇପିଏଲ ୨୦୨୧: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଘୋଷଣା ହେଲା କମେଂଟେଟର୍ସଙ୍କ ନାମ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣ ପାଇଁ ଷ୍ଟାର ସ୍ପୋର୍ଟ୍ସ ଆଜି ୨୩ଜଣ କମେଂଟେଟର୍ସଙ୍କ ନାମ ଘୋଷଣା କରିଛି । ଆଇପିଏଲ ୨୦୨୧ କରୋନା ଯୋଗୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ବଳକା ୩୧ ମ୍ୟାଚ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ । ଇଂରାଜୀ କମେଂଟେଟର୍ସଙ୍କ ମଧ୍ୟରେ ହର୍ଷ…

ସୁରଜ ବଡଜାତ୍ୟାଙ୍କ ଉଚ୍ଚାଇରେ ଅମିତାଭଙ୍କ ସହ ଅଭିନୟ ପାଇଁ ସାମିଲ ହେଲେ ଡ୍ୟାନି, ସାରିକା

ମୁମ୍ବାଇ: ସୁରଜ ବଡଜାତ୍ୟା ତାଙ୍କ ପ୍ରିୟ କଳାକାର ଅମିତାଭ ବଚ୍ଚନଙ୍କ ସହ ଡ୍ରିିମ ପ୍ରୋଜେକ୍ଟ ଉଚ୍ଚାଇ ନିର୍ମାଣ କରୁଛନ୍ତି । ଏହି ବନ୍ଧୁତ୍ୱପୂର୍ଣ୍ଣ ଫିଲ୍ମରେ ଅମିତାଭଙ୍କ ସହ ଅନୁପମ ଖେର, ନୀନା ଗୁପ୍ତା, ବୋମନ ଇରାନୀ ଓ ପରିଣତ ଚୋପ୍ରାଙ୍କୁ ସାଇନ କରାଯାଇ ସାରିଛି । ଏବେ ଆଉ ଦୁଇ…

ତିନିଦିନର ବିରତି ପରେ ଆସନ୍ତାକାଲଠୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ

ପୁରୀ : ତିନିଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ଆଜି ସକାଳୁ ପୁରୀରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ସାନିଟାଇଜ କରିବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ…

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୁଇ ଉଦ୍ଧାର ଜଣେ ନିଖୋଜ

ବାଲେଶ୍ୱର: ଚଳିତବର୍ଷ ପୁଣିଥରେ ଭସାଣୀ ବେଳେ ଅଘଟଣ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜଘାଟରେ ମୂର୍ତ୍ତି ବିସର୍ଜନ ବେଳେ ତିନି ଛାତ୍ର ନଦୀରେ ବୁଡିଯାଇଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟରେ ଚାଲିଥିଲା ଗଣେଶ…

ଆମେରିକାକୁ ଚେତାଇଲା ଚୀନ, ୯/୧୧ ପରି ଆତଙ୍କବାଦୀ ଆକ୍ରମଣ ହୋଇପାରେ !

ବେଜିଂ: ଚୀନ ଆଜି ଆମେରିକାକୁ ଚେତାଇ ଦେଇଛି ଯେ, ୯/୧୧ ପରି ଆତଙ୍କବାଦୀ ଆକ୍ରମଣ ପୁନର୍ବାର ଘଟିପାରେ । ଚୀନର ସରକାରୀ ମିଡିଆ ହାଉସ ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଶିଜନ ଏହି ଆଶଙ୍କା ପ୍ରକାଶ କରିଛନ୍ତି । ୧୧ ସେପ୍ଟମ୍ବର ଆକ୍ରମଣ ୧୯ ଆତଙ୍କୀ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣ ଥିଲା ।…

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୁସ୍ଖଳନ ଯୋଗୁଁ ଜାତୀୟ ରାଜପଥ ବନ୍ଦ

ଶିମଲା : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା । କୁଲୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇଛି । ଫଳରେ ଶୋଜା ନିକଟରେ ୩୦୫ ନମ୍ବର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ତେବେ ଭୁସ୍ଖଳନରେ କୌଣସି ମୃତାହତଙ୍କ ସୂଚନା ନଥିବାବେଳେ ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ଆଫଗାନସ୍ତାନରେ ସରକାର ଗଠନ ନେଇ ଲାଗି ରହିଛି ସଙ୍କଟ

ଆଫଗାନିସ୍ତାନ : ପାକିସ୍ତାନ, ଚୀନ, ଋଷ ଓ ଅନ୍ୟ ୫ଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ପରେ ବି ଆଫଗାନିସ୍ତାନରେ ହଟୁନି ସସପେନ୍ସ । ଦେଶରେ ସରକାରର ଶପଥଗ୍ରହଣ ନେଇ ଏବେ ବି ଲାଗି ରହିଛି ଅନେକ ସଙ୍କଟ । ପାକିସ୍ତାନର ଆଇଏସଆଇ ମୁଖ୍ୟ ଜେନରାଲ ଫୈଜ ହମିଦଙ୍କ ଦ୍ବାରା ଡକାଯାଇଥିବା…

ଏହି ସର୍ତ୍ତ ମାନିଲେ ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ମହିଳା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଙ୍କ ଶାସନ ଆରମ୍ଭ ହେବା ମାତ୍ରେ ତାଲିବାନ ରଙ୍ଗ ଦେଖାଇବା ଆରମ୍ଭ କରିଛି। ଆଜିର ଯୁଗରେ, ଯେଉଁଠାରେ ଶିକ୍ଷା ପ୍ରତ୍ୟେକ ମଣିଷର ଅଧିକାର, ତାଲିବାନ ଏହାକୁ ଆଫଗାନିସ୍ତାନ ଝିଅମାନଙ୍କୁ ଦୟା ଭାବରେ ଦେଉଛି। ତାଲିବାନ ମହିଳାମାନଙ୍କୁ ଉଚ୍ଚଶିକ୍ଷା ପାଇଁ…

ଭୁପେନ୍ଦ୍ର ପଟେଲ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାର ଦିନ ବିଜେପିର ବିଜୟ ରୂପାନୀ ହଠାତ୍ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେବା ପରେ କିଏ ତାଙ୍କ ସ୍ଥାନ ନେବେ ତାହା ବଡ ପ୍ରଶ୍ନ ଥିଲା। ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂତନ…