Latest Odisha News

BREAKING NEWS

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ…

ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପିସିଆର୍ ଭ୍ୟାନ ଭଙ୍ଗାରୁଜା

ଭୁବନେଶ୍ୱର: ସଞ୍ଜ ନଇଁଲେ ରାଜଧାନୀରେ ବଢୁଛି ଦେହଜୀବୀଙ୍କ ବେପାର । ରାତି ବଢ଼ିବା ସହ ରାଜଧାନୀର ରାସ୍ତା କଡ଼ରେ ସେମାନଙ୍କ ଆଡ୍ଡା ଜମୁଛି । ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ରାଜମହଲ ଛକ ନିକଟରେ କିଛି ଦେହଜୀବୀ ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିଲେ । ଖବର ପାଇ ପିସିଆର୍…

ବିଗବସ୍ ୧୪ରେ ରୁବିନାଙ୍କ ବାଜିମାତ୍, ଜିତିଲେ ୩୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗବସ୍ ସିଜିନ୍ ୧୪ର ବିଜେତା ହେଲେ ରୁବିନା ଦିଲାଇକ୍। ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି। ଏହି ଖବର ପ୍ରଚାର ପରଠାରୁ ସୋସିଆଲ ମିଡିଆରେ ରୁବିନାଙ୍କ ପ୍ରଶଂସକ ମାନେ ଖୁସି ବ୍ୟକ୍ତ କରୁଛନ୍ତି। ରୁବିନା ବିଗ୍ ବସ୍ ୧୪ ଟ୍ରଫି ସହ ୩୬ ଲକ୍ଷ ଟଙ୍କା ଜିତିଛନ୍ତି।…

ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପୁନଃ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ସୀମାନ୍ତ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ଭୁବନେଶ୍ୱରରେ ଖୋଲିଲା ରିହାବିଲିଟେସନ କ୍ଲିନିକ ‘ରିହାବସ୍କେପ୍’

ଭୁବନେଶ୍ୱର : ପିଲାମାନଙ୍କ କ୍ଷେତ୍ରରେ ଅଟିଜିମ୍ ଓ ବାକ୍ ତଥା ଶ୍ରବଣଜନିତ ସମସ୍ୟା ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ‘ରିହାବସ୍କେପ୍’ କ୍ଲିନିକ । ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ରିହାବିଲିଟେସନ ସେଣ୍ଟର ‘ରିହାବସ୍କେପ୍‌’କୁ…

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ…

ସହିଦ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି। ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି।…

ଦିନକରେ ଦେଶରେ ୧୪ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୮୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧୪ ହଜାର ୧୯୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୦୫ ହଜାର ୮୫୦କୁ ବୃଦ୍ଧି ପାଇଛି ।…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ଅସ୍ତ୍ର ମାର୍କ-୨ର ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ପ୍ରଥମ ଉତକ୍ଷେପଣ କରାଯିବ । ଏୟାର-ଟୁ-ଏୟାର ଅର୍ଥାତ ଆକାଶରୁ ଆକାଶ ମାର୍ଗରେ ଏହା…

ହାତୀ ମଡ଼କ ଘଟଣାରେ କାର୍ଯ୍ୟାନୁଷ୍ଠାନ: କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରିଛି ପ୍ରାଣୀ ସମ୍ପଦ ବିଭାଗ । ପଶୁ ସମ୍ପଦ ଅତିରିକ୍ତ…