Latest Odisha News

BREAKING NEWS

ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ!

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଜାପାନର ଶାସକ ଦଳ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ର ନେତୃତ୍ୱ ପାଇଁ ନିର୍ବାଚନ ଲଢିବେ ନାହିଁ। କରୋନା ମହାମାରୀକୁ ନିୟନ୍ତ୍ରଣ କରୁଥିବା ସମାଲୋଚନା ମଧ୍ୟରେ ଏହି ଘୋଷଣା କରାଯାଇଛି।…

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼…

କୁଳାଙ୍ଗାର ଉବାଚ : ଗୁରୁ ତୁମେ ଗୁରୁ

ବନ୍ଧୁଗଣ ! ଜୀବନରେ ମୁଁ ଅନେକଙ୍କୁ ବ୍ୟଙ୍ଗ କରିଛି, ଅନେକ ଅବାଗ ଓ ଅବ୍ୟବସ୍ଥାକୁ ସୁଧାରି ପାରିଛି! ଏପରିକି ଗୁରୁଙ୍କୁ ବି କଲମ କମାଣର ମୂନରେ ରଖିଛି, କହିବାକି ଦ୍ବିଧା ନାହିଁ ଏହି ନିର୍ଭିକତା ବି ମୁଁ ଗୁରୁଙ୍କଠୁ ଶିଖିଛି! ଯାହାଙ୍କ ପାଇଁ ଆଜି ମୁଁ କବି କୁଳାଙ୍ଗାର ସୁଲକ୍ଷଣା,…

ସୁପ୍ରିମକୋର୍ଟର ନୂଆ ରେକର୍ଡ; ୧୨ଟି ଏଚ୍‌ସିରେ ବିଚାରପତି ନିଯୁକ୍ତି ପାଇଁ ୬୮ ଜଣଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ, ଦେଶର ୧୨ ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ ୪୪ ଜଣ ଆଡଭୋକେଟ୍ ଏବଂ ୨୪ ଜଣ ନ୍ୟାୟିକ ଅଧିକାରୀଙ୍କ ସମେତ ମୋଟ ୬୮ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଅଗଷ୍ଟ ୨୫ ଏବଂ…

କେବଳ ହିଜାବ୍‌ ପିନ୍ଧୁଥିବା ମହିଳାଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ତାଲିବାନ ମୁଖପାତ୍ର ସୁହେଲ ଶାହିନ ଶୁକ୍ରବାର ବିଳମ୍ବିତ ରାତିରେ କହିଛନ୍ତି ଯେ "ମହିଳାଙ୍କ ଅଧିକାରକୁ ନେଇ କୌଣସି ଅସୁବିଧା ହେବ ନାହିଁ, ସେମାନଙ୍କର ଶିକ୍ଷା ତଥା କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ ... ଆମର ସଂସ୍କୃତି ହେଉଛି ସେମାନେ ହିଜାବ ପିନ୍ଧିଛନ୍ତି। ଆପଣ ଏକାଠି…

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

ଅନୁଗୁଳ: ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଗତକାଲି ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ୧୦ଟାରେ କରମଙ୍ଗା ସାହିର…

ଆସନ୍ତା ନଭେମ୍ବରରେ ଭାରତ-ଆମେରିକା ମଧ୍ୟରେ ୨ + ୨ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି। “ଭାରତ ଓ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ନମ୍ବେରରେ ହେବ କିନ୍ତୁ ଏହାର ପ୍ରକୃତ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି…

ଠିକା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ…

ପାରା ଅଲିମ୍ପିକ୍ସ: ୧୧ତମ ଦିନ ଆରମ୍ଭରୁ ଭାରତ ପାଇଁ ସୁନା, ରୂପା ଜିତିଲେ ମନୀଷ, ସିଂହରାଜ

ଟୋକିଓ: ପାରା ଅଲିମ୍ପିକ୍ସର ୧୧ତମ ଦିନ ଆରମ୍ଭରୁ ଭାରତକୁ ଡବଲ ସଫଳତା ମିଳିଛି । ଶୁଟିଂ ଏସଏଚ-୧ କାଟାଗୋରିର ୫୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସିଂହରାଜ ଅଧାନା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ…

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା ।…