Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ…

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ…

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା…

ଶ୍ରୀକ୍ଷେତ୍ରରେ କୃଷ୍ଣଲୀଳା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଗଢ଼ିଉଠିଥିବା ଧର୍ମ ସଂସ୍କୃତିକୁ ଅବଲୋକନ କଲେ ନଟବର ଶ୍ରୀକୃଷ୍ଣଙ୍କ ପ୍ରାଧାନ୍ୟ ଜଳ ଜଳ ହୋଇ ଦୃଶ୍ୟମାନ ହୁଏ । ବହୁ ଅବତାରର ଆଧାର ପୁରୁଷ ଭାବେ ବର୍ଷର ବିଭିନ୍ନ ଦିନମାନଙ୍କରେ…

ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି…

ରିଷି କପୁରଙ୍କ ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍‌’ର ପ୍ରଥମ ଲୁକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ୬୯ ତମ ଜନ୍ମ ବାର୍ଷିକୀରେ ନିର୍ମାତାମାନେ ତାଙ୍କର ଶେଷ ଚଳଚ୍ଚିତ୍ର 'ଶର୍ମାଜୀ ନମକିନ୍'ର ପ୍ରଥମ ଲୁକ୍‌ ଜାରି କରିଛନ୍ତି। ଏହି ପୋଷ୍ଟ ଛାଡି ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। 'ଶର୍ମାଜୀ ନମକିନ୍'ର ପ୍ରଥମ ଲୁକ୍…

ମାଲକାନଗିରିରେ ଆମ୍ବୁଲାନ୍ସ ସେବା ଠପ୍

ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ…

ହ୍ୱାଟ୍‌ସ ଆପ୍ ୟୁଜର୍ସଙ୍କୁ ବଡ ଝଟ୍‌କା; ଏହି ସବୁ ଫୋନରେ ଆଉ ଚାଲିବନି ହ୍ୱାଟ୍‌ସ ଆପ୍!

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟ୍‌ସ ଆପ୍ ବର୍ତ୍ତମାନ ବିଶ୍ବର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଏହାର ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନୂତନ ଫିଚର ଦେବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଆପରେ ଅପଡେଟ୍ ଆଣିଥାଏ। ତେବେ ଆପଣ ଜାଣନ୍ତି…

ରାଜ୍ୟର ଏହି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ବଜ୍ରପାତ ସହ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୮ ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେଓଗଡ, ଗଜପତି, ରାୟଗଡା, ଗଞ୍ଜାମ, ମୟୂରଭଞ୍ଜ, ବାଲାଶ୍ବର, କେନ୍ଦୁଝର, ଅନୁଗୁଳ, ଢ‌େଙ୍କାନାଳର ଯାଜପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର,…

କେଉଁ ଦୋଷ ପାଇଁ ଉପେକ୍ଷିତ ସବିତା ରାୟ ?

ମାଲକାନଗିରି: ଅତ୍ୟାଧୁନିକ ଯୁଗରେ ବୋଧ ହୁଏ ମଣିଷ ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇନେଇଛି । ଆଧୁନିକ ସମାଜ ଓ ବୈବାହିକ ଜୀବନ ଆଗରେ ଫିକା ପଡିଛି ମାଆର ମମତା । ସୁଦୂର ମାଲକାନଗିରି ଜିଲ୍ଲାର ଜଣେ ଅସହାୟ ବୃଦ୍ଧା ନିଜ ପୁଅବୋହୁଙ୍କଠାରୁ ତଡା ଖାଇ ବଂଚି ରହିବାକୁ ଅହରହ ସଂଘର୍ଷ ଚଳାଇଛନ୍ତି ।…