Latest Odisha News

BREAKING NEWS

ଆଜି ବହୁମତ ସାବ୍ୟସ୍ତ କରିବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ

ପୁଡୁଚେରୀ: କଣ ହବେ ପୁଡୁଚେରୀରେ ଶାସନାଧୀନ କଂଗ୍ରେସର ଭାଗ୍ୟ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବହୁମତ ସାବ୍ୟସ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି.…

କେମିତି ଅଛନ୍ତି କରୋନା ଭ୍ୟାକ୍ସିନ୍ ପାଇନଥିବା ଦେଶ ? ସ୍ଥିତି କଣ ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍ ସଂକ୍ରମଣକୁ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ବର୍ଷେ ଭିତରେ କରୋନା କାୟାରେ ଅନେକ ଜୀବନ ଯାଇଛି, ଅନେକ ଆକ୍ରାନ୍ତ ହୋଇଛନ୍ତି । ଏବେ ଦୁନିଆର ଅନେକ ଦେଶର କରୋନା ସଂକ୍ରମଣ ପୁଣି ଫେରିଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନାର ନୂଆ ନୂଆ ରୂପ…

ଫେରିଲା କରୋନା ଡର; ଆଜିଠୁ କଡାକଡି ହେବ କଟକଣା

ଭୁବନେଶ୍ୱର: ଫେରିଲା କରୋନା ଡର। କିଛି ଦିନ ହେବ କୋଭିଡ କଟକଣାକୁ ଏକପ୍ରକାର ଲୋକେ ଭୁଲି ଯାଇଥିବା ବେଳେ ପୁଣି ଥରେ ଏନେଇ ଆରମ୍ଭ ହୋଇଛି ସଚେତନତା। କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଥିବା ବେଳେ ଓଡ଼ିଶାରେ ଏହାର ପୁନରାବୃତ୍ତି ନେହେବ ନେଇ ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଆଜିଠୁ…

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ । ପୂର୍ବରୁ…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ; ଆଜି ସନ୍ଧ୍ୟାରୁ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା

କଟକ: ଆସନ୍ତାକାଲି ଆର୍ଥତ ମଙ୍ଗଳବାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ। ଏହି ପରିପ୍ରେକ୍ଷୀରେ ଜନସମାଗମକୁ ଦୃଷ୍ଟିରେ ରଖି ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି । ୨୩…

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା' ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା'ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର…

କବିତା : ପାହାଡ଼

ପ୍ରଦୀପ ପଣ୍ଡା ସେ ଓ ମୁଁ ବସିଥାଉ ପୃଥିବୀର ସୀମାନାରେ ମୋର ହେବାଯାଏଁ ଅନ୍ତର୍ହିତ। ମୁଁ, ମୁଁ ନଥାଏ ଓ ସେ କଦାଚିତ ସେ ନଥାଏ ଆମେ ବସିଥିବା ଯାଏଁ। ପକ୍ଷୀମାନେ ଉଡନ୍ତି ମେଘମାନେ ବି ପତ୍ରମାନେ କୋଳାକୋଳି ହୁଅନ୍ତି ପବନରେ, ତା'ର ଓ ମୋର ପକ୍ଷୀମାନେ ମେଘମାନେ ପତ୍ରମାନେ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୨-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୨୨ରିଖ ସୋମବାର କୁମ୍ଭ ୧୧ଦିନ ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ ବିଛା…

ସେକ୍ସପିଅରଙ୍କ ଶ୍ରେଷ୍ଠ ସନେଟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ସ୍ରଷ୍ଟା ସେକ୍ସପିଅରଙ୍କ ସନେଟ ଗୁଡିକର ହିନ୍ଦୀ ଅନୁବାଦ ସ୍ଥାନୀୟ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ନାବାର୍ଡର ଅବସର ପ୍ରାପ୍ତ ଅଧିକାରୀ  ସୁଧୀର କୁମାର ମିଶ୍ର ଏହି ସନେଟ ଗୁଡ଼ିକର ହିନ୍ଦୀ ଅନୁବାଦ କରିଛନ୍ତି। ଏଥି ସହିତ ବିଶ୍ୱର ଅନ୍ୟ ଲୋକପ୍ରିୟ ୨୬ଟି…

କ୍ଷୀରୋଦ ସାହୁ ଶାମ୍ଭବୀ ପୁରସ୍କାର ୨୦୨୧ର ବିଜେତା

ଭୁବନେଶ୍ୱର: ଅଷ୍ଟମ ଶାମ୍ଭବୀ ପୁରସ୍କାର ପୁରସ୍କାର ବିଜେତା ସ୍ଥିର ହୋଇଛନ୍ତି । ଗୁରୁବାର ୫ ଜଣିଆ ବିଚାରକ ପ୍ୟାନେଲ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ସ୍ଥିର କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରର କ୍ଷୀରୋଦ ସାହୁଙ୍କୁ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ବଂଶୀଧର…