Latest Odisha News

BREAKING NEWS

୨୦୨୨ରେ ମୁକ୍ତିଲାଭ କରିବ ରାନୁଙ୍କ ବାୟୋପିକ୍‌!

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି ଏବଂ ସମୟ ସମୟରେ ଲୋକମାନେ ଏହାର ଦୁଇଟି ଭିନ୍ନ ଦିଗକୁ ଦେଖିଛନ୍ତି। ସୋସିଆଲ୍‌ ମିଡିଆ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ରାନୁ ମଣ୍ଡଳଙ୍କୁ ହୁଏତ ସମସ୍ତେ ଜାଣିଥିବେ। ଯିଏ ଏକ ରେଳ ଷ୍ଟେସନରେ ଆଇକନିକ…

ଦେଶରେ ସର୍ବାଧିକ ସଂଖ୍ୟକ ଭାଷାରେ କଥା ହେଉଥିବା ସହର ବାଙ୍ଗାଲୁରୁ

ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି ସେହି ସହରର ଯେଉଁଠାରେ ଦେଶରେ ସର୍ବାଧିକ ସଂଖ୍ୟକ ଭାଷା କୁହାଯାଇଥାଏ।୨୦୧୧ ଜନଗଣନା ଅନୁଯାୟୀ ହୋଇଥିବା ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି। ବେଙ୍ଗାଲୁରୁରେ ଅତି କମରେ ୧୦୭ ଟି ଭାଷାର ପ୍ରଚଳନ ରହିଛି। ସେଠାରେ ଲୋକେ ୧୦୭ଟି ଭାଷାରେ କଥା ହେଉଛନ୍ତି। ଯେଉଁଥିରେ…

ରୋଗୀଙ୍କୁ ଆଶ୍ୱସ୍ତି; ହ୍ରାସ ପାଇବ ୩୯ ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ

ନୂଆଦିଲ୍ଲୀ: ବହୁ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ପ୍ରକାଶ ଯେ ସରକାର ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ସଂଶୋଧନ କରିଛନ୍ତି ଏବଂ ପ୍ରସ୍ତାବିତ ମୂଲ୍ୟ ସୀମା ପାଇଁ ଏହି ତାଲିକାରେ ୩୯ ଟି ନୂତନ ନାମ ଯୋଡା ଯାଇଛି। ଯେଉଁ ଔଷଧଗୁଡିକର…

ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ; ୧୧୮ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୧ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୧୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୩୯୮ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଆଜି ନୂଆ ସରକାର ଗଠନ କରିପାରେ ତାଲିବାନ

ଇସ୍‌ଲାମାବାଦ: ଆଜି ଆଫ୍‌ଗାନିସ୍ତାନରେ ନୂଆ ସରକାର ଗଠନ କରିପାରେ ତାଲିବାନ। ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ଚାପ ବଢୁଥିବା ବେଳେ ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନକୁ ଗୋଟିଏ ଦିନ ବିଳମ୍ବ କରିଛି ବୋଲି ଦଳର ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି। ସୂଚନା ଅନୁଯାୟୀ ଏହି ନୂତନ…

ଆଫଗାନିସ୍ତାନ ସରକାରୀ ଇମେଲ ଆକାଉଣ୍ଟକୁ ବନ୍ଦ କଲା ଗୁଗୁଲ୍

ୱାଶିଂଟନ୍: ଆଫଗାନିସ୍ତାନ ସରକାରୀ ଇମେଲ ଆକାଉଣ୍ଟକୁ ବନ୍ଦ କଲା ଗୁଗୁଲ୍। ପୂର୍ବତନ ଅଧିକାରୀ ତଥା ସେମାନଙ୍କ ଅନ୍ତର୍ଜାତୀୟ ଅଂଶୀଦାରଙ୍କ ଦ୍ୱାରା ଛଡା ଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ପେପର ଉପରେ ଭୟ ବଢୁଥିବାରୁ ଗୁଗୁଲ ଅନେକ ଆଫଗାନିସ୍ତାନ ସରକାରୀ ଇମେଲ ଆକାଉଣ୍ଟକୁ ସାମୟିକ ଭାବେ…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୬ ଦନେ ଦେଖିଲାବେଳକୁ ବିକ୍ରମ ଭାଇ ଗାଁରେ ହାଜର। ସମସ୍ତେ ଟୁପୁର ଟାପୁର ହେଲେ। କାନରୁ କାନକୁ ଗଲା କଥା। ନିଜକୁ ମୁରବୀ ସଜେଇ ଦିନୁକକେଇ ଗଲେ ପଚାରିବାକୁ। ତାଙ୍କ ଖାତିର  ଟିକିଏ ଅଲଗା।ନ ପଚାରିଲେ କିଛି କହିବେନି। ସହଜେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୯-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୪ ରିଖ ଶନିବାର ସିଂହ ୧୯ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବୃଷ, ସିଂହ ଓ କନ୍ୟା ରାଶିର ଆଜିର ନିଷେଧ ଖାଦ୍ୟ-:…

ବହୁଚର୍ଚ୍ଚିତ ରେମୁଣା ଜମି ବ୍ୟବସାୟୀ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ

ବାଲେଶ୍ୱର: ବହୁ ତନାଘନା ପରେ ଶେଷରେ ବାଲେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜମି ବ୍ୟବସାୟରେ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେମୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ମୁଖ୍ୟ କାର୍ପଟଦାର ସମେତ ଅନ୍ୟ ୭ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛନ୍ତି । ଏକ୍…