Latest Odisha News

ଏମସରୁ ଫେରିଲେ ପପୁ, ଭିଡିଓ ଜାରି କରି ଗୁଜବକୁ କଲେ ଖଣ୍ଡନ

ଭୁବନେଶ୍ୱର : ସୋସିଆଲ ମିଡିଆରେ କମେଡି କିଙ୍ଗ୍ ପପୁ ପମପମଙ୍କ ମୃତ୍ୟୁକୁ ନେଇ ଉଠୁଥିବା ମିଛ ଗୁଜବକୁ ଏକ ଭିଡିଓ ଜାରି କରି ଖଣ୍ଡନ କରିଛନ୍ତି ନିଜେ ପପୁ । ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ “ମେଡିକାଲର ନିୟମ ଅନୁଯାୟୀ ଚିକିତ୍ସାର ମାସକ ପରେ ପୁଣିଥରେ ମେଡିକାଲ ଯାଇ ନିଜ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି । ଭାରତୀୟ ମହିଳା ହକି ଦଳ ଏସୀୟ…

ଏସୀୟ କ୍ରୀଡ଼ା: ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ, ପୁରୁଷ ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ଓ ଜିନସନ ଜନସନଙ୍କ ସମସ୍ତ ପ୍ରାୟ ସମସ୍ତ ଆଥଲେଟ୍ ଭାରତ ଲାଗି ଏକାଧିକ ପଦକ ଆଣିଦେଇଛନ୍ତି । ତେବେ ୪ ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଭାରତୀୟ ମହିଳା ଦଳ ୩:୨:୭୨ ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରି ପ୍ରଥମ…

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ଜାତୀୟସ୍ତର ଏସସି-ଏସଟି ରାଜ୍ୟ ସମ୍ମିଳନୀ ଓ ଏନଏସଆଇସି ର ଧର୍ମପଦ ଭବନ ଉଦଘାଟନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏସସି/ଏସଟି କନକ୍ଲେଭ ତଥା ପ୍ରଦର୍ଶନୀର ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କ, ସିପିଏସଇ, ଉଦ୍ୟୋଗୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିର ଭାଗିଦାରୀ ଦେଖିବାକୁ…

ଆଇସିଏସ୍ଆଇ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଆଇସିଏସଆଇ (ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀସେକ୍ରେଟେରୀଜ୍ ଅଫ ଇଣ୍ଡିଆ) ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଏହାର ସ୍ଥାପନାର ୫୦ ବର୍ଷରେ ବହୁ ମାଇଲ ଖୁଂଟ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛି । କମ୍ପାନୀ ସେକ୍ରେଟେରୀଙ୍କ ବୃତିକୁ ବିକଶିତ ତଥା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟ ନେଇ…

କଟକରେ ଓକିଲଙ୍କୁ ଆକ୍ରମଣ ଘଟଣା: ଓକିଲ ସଂଘର କାର୍ଯ୍ୟବନ୍ଦ, ୩ ଜଣ ପୋଲିସ ନିଲମ୍ବିତ

ଭୁବନେଶ୍ୱର: କଟକରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ୩ ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି । “ଏହି ଘଟଣାଟି ତଦନ୍ତ ପରିସରଭୁକ୍ତ ରହିଛି, ଦୋଷୀ ଯିଏବି ହୋଇଥାଉ ତାଙ୍କ ବିରୋଧରେ ଦୃଢ…

ବାଲେଶ୍ୱର: ଦେଢ ଲକ୍ଷ ଟଙ୍କାର ୧୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ୱର: ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ପୋଲିସ ଗୁରୁବାର ଦିନ ୧୦ଗ୍ରାମ ଜବତ କରିଛି । ଏନେଇ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ଚଳନ୍ତି ଛକରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋ ଚାଳକର…

ଦୂତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଦୂତିଙ୍କ ସଫଳତାରେ ସାରା ଭାରତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି…