Latest Odisha News

BREAKING NEWS

ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ। ରାଜଧାନୀ ଦିଲ୍ଲୀ ସମେତ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତର ବିସ୍ତୃତ ଅଞ୍ଚଳରେ ବାସ କରୁଥିବା ୪୮୦…

ହ୍ୱାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା; ବ୍ୟାନ୍‌ ହେଲା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ବାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା। ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ ଆପ୍ ବର୍ତ୍ତମାନ ନୂତନ ଆଇଟି ନିୟମ ଅନୁସରଣ ଆରମ୍ଭ କରିଛି। ଗତ ମାସରେ କମ୍ପାନୀ ଏହାର ପ୍ରଥମ ମାସିକ ସୁରକ୍ଷା ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ହ୍ବାଟସ୍‌ ଆପ୍ ପ୍ରକାଶ କରିଛି ଯେ…

ନଦର୍ଣ୍ଣ ଆଲିୟାନ୍ସର କଡା ଜବାବ: ୪୧ ତାଲିବାନ ମୃତ, ୨୦ ବନ୍ଧକ !

କାବୁଲ: ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା…

ପାରଳା ACF ମୃତ୍ୟୁ ମାମଲା: କାଲି ବିଦ୍ୟାଭାରତୀଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର କେବେ ଖୋଲିବ ରହସ୍ୟ ? ପାରଳାଖେମୁଣ୍ଡି ପରେ ଆଜିଠୁ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍ । ଏଥିପାଇଁ ତାଙ୍କ ଗାଁ ବାଲେଶ୍ୱର…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟତେ ଶୋକ ପ୍ରସ୍ତାବ ଆଗତ…

ଅନୁଷ୍କାଙ୍କୁ ଘାରିଛି ମୁମ୍ବାଇ ଚିନ୍ତା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ବିସ୍ତାର ଦେଖିବାକୁ ମିଳିଛି। ଏହି ସମୟରେ ଅନୁଷ୍କା ଶର୍ମା ଲଣ୍ଡନରେ ଥାଇ ମଧ୍ୟ ମୁମ୍ବାଇବାସୀଙ୍କ ଲାଗି ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଅନୁଷ୍କା ଶର୍ମା ଲୋକଙ୍କୁ ମାସ୍କ…

ଓଡ଼ିଶାରେ କୋଭିଡ୍ ଚିକିତ୍ସା ପାଇଁ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଦେଲା ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ । କୋଭିଡ୍ ଚିକିତ୍ସା ପାଇଁ ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଗୁରୁଗାଁଓଠାରୁ ଏସବୁ…

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…

ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଏ ପର୍ଯ୍ୟନ୍ତ ୧୦ ପଦକ ଜିତି ଭାରତୀୟ ଆଥଲେଟ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ରେକର୍ଡ ଅର୍ଜନ କରି ସାରିଛନ୍ତି । ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଭାରତର ୯୫ ଆଥଲେଟ ଓଭରାଲ ୧୨ ପଦକ ଜିତିଛନ୍ତି । ଏବେ ଆଉ ୩ଟି…