ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୩ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୩
ରୂପାନ୍ତରିତ ହେଉଥିଲା ମଣିଷ। ପୋଷାକ ପରିବର୍ତ୍ତନ ନା ଖୋଳପାର ବିବର୍ତ୍ତନ । ଦ୍ବିଧା ବିଭକ୍ତ ସତ୍ତା ସେବେଳରେ । ପାଦତଳେ ଥିଲା ମାଟି, ଆକାଶରେ ରହୁଥିଲା ମନ।
ମନରେ ମନରେ ଝିଅର ସ୍ବପ୍ନ ,କିନ୍ତୁ, ଦେହରେ…