କୃଷକ ନେତାଙ୍କ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି ଖଲିସ୍ତାନୀ ଆତଙ୍କୀ
ନୂଆଦିଲ୍ଲୀ:କୃଷକ ଆନ୍ଦୋଳନ ମାଧ୍ୟମରେ ଖଲିସ୍ତାନୀ ଆତଙ୍କୀ ଦେଶରେ ଅଶାନ୍ତି ରଚିବା ପାଇଁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇପାରି ନ ଥିବାରୁ ଏବେ ବି ଆନ୍ଦୋଳନ ବଳବତର ରହିଛି । ଭାରତର ଗୋଇନ୍ଦା ସଂସ୍ଥା ର’ ଏବଂ ଆଇବି ସରକାରଙ୍କୁ ଆଉ ଏକ…