Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେକାବୁ ହଇଜା । ପୁନର୍ବାର ସ୍ଥିତି ଅନୁଧ୍ୟାନ କଲେ ଆରଏମଆରସି ଟିମ୍

ରାୟଗଡ଼ା  : ରାୟଗଡ଼ା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ନିୟନ୍ତ୍ରଣ ହେଉନାହିଁ ।  ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୧୨ ହେଲାଣି । ତେଣୁ ପୁନର୍ବାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି RMRC ଟିମ୍ । ବିଭିନ୍ନ ଗାଁରେ ହଇଜା ଆତଙ୍କ ।…

[ଦେଖନ୍ତୁ ଭିଡିଓ] ବେଲଗାମ ହଇଜା । ୨୦ଗାଁରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା  : ନିୟନ୍ତ୍ରଣ ହେଉନି ହଇଜା, ବଢୁଛି ଚିନ୍ତା । ୨୦ ଗ୍ରାମରେ ହଇଜା ରୋଗୀ  । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ ।  ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି…

[ଦେଖନ୍ତୁ ଭିଡିଓ] କାଶୀପୁରରେ ଚିହ୍ନଟ ହେଲା କଲେରା ଭୂତାଣୁ । ହେଲପଲାଇନ ନମ୍ବର ଜାରି

ରାୟଗଡା   : କାଶୀପୁରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ରିପୋର୍ଟରେ ହଇଜା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂହ…

[ଦେଖନ୍ତୁ ଭିଡିଓ] ରାୟଗଡ଼ା କାଶୀପୁର ବ୍ଲକରେ ଡାଇରିଆ ଆତଙ୍କ । ବଢୁଛି ମୃତକଙ୍କ ସଂଖ୍ୟା

ରାୟଗଡ଼ା :  କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ।‌ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଆକ୍ରାନ୍ତ ହୋଇ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଏତବ୍ୟତୀତ ୭୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ…

ଗାଡିରେ ଲାଗିଛି ନାଲିବତୀ, ବୁଲୁଛନ୍ତି ଗୁଣୁପୁର ଉପଜିଲ୍ଲାପାଳ

ରାୟଗଡା: ଦେଶରେ ଗାଡିରେ ନାଲିବତୀ ବ୍ୟବହାର ନେଇ ଭିନ୍ନଭିନ୍ନ ଆଦେଶ ଜାରି ହୋଇଛି । ତଥାପି ନାଲିବତୀ ପ୍ରତି କିଛି ସରକାରୀ ଅଫିସରଙ୍କ ମୋହ ତୁଟିନାହିଁ । ରାୟଗଡା ଜିଲ୍ଲାରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ୍ ଖୁଲମଖୁଲା ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଜଣାପଡିଛି । ମାନ୍ୟବର…

[ଭିଡ଼ିଓ] ନାଗାବଳୀ ନଦୀରେ ଆନ୍ଧ୍ର ପ୍ରକଳ୍ପ ପ୍ଲାନ୍: ବୁଡ଼ିବ ଗାଁ , ଉଜୁଡ଼ିବ ଫସଲ

ରାୟଗଡା: ରାୟଗଡାର ଲାଇଫ୍ ଲାଇନ୍ ବଂଶଧାରା ଓ ନାଗାବଳୀ । ବଂଶଧାରା ପରେ ଏବେ ନାଗାବଳୀ ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶର ନଜର । ପୋଲାଭରମ, ନେରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସୀମାରୁ ୮ କିମି ଦୂର…

[ଭିଡିଓ] ବାର୍ଦ୍ଧକ୍ୟ ଭତ୍ତା ପାଇଁ ଭାରରେ ବୁହାହେଲେ ୭୬ ବର୍ଷୀୟା ବୃଦ୍ଧା

ରାୟଗଡା: ରାଜ୍ୟର ସମସ୍ତ ଜିଲ୍ଲା ତଥା ଗ୍ରାମାଂଚଳରେ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଭିନ୍ନ ଚିତ୍ର । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୨ କି.ମି ଭାରରେ ବୁହା ହେଲେ ୭୬…

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି…

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି। ରାୟଗଡା…

ଲାଟ୍ରିନ ଟ୍ୟାଙ୍କ ନିର୍ମାଣ ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ଟିକିରି ଥାନା ଶଙ୍କରଦା ପଞ୍ଚାୟତ ପଞ୍ଚାଳି ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ଲାଟ୍ରିନ ଟ୍ୟାଙ୍କରେ କାମ କରିବା ସମୟରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ପଣସ ପଦର ଗାଁର ଗୋବିନ୍ଦ କୁମ୍ଭାର ଓ ପଞ୍ଚାଲି ଗାଁର…