ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
ପୁରୀ: ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା ଚଳନ୍ତା କାର୍ । ତେବେ ଏଥିରୁ ଅଳ୍ପରେ ବର୍ତ୍ତି ଯାଇଛନ୍ତି ଏଥିରେ ଥିବା ଯାତ୍ରୀ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ଗାଡିରେ ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ ।
ପୁରୀରୁ ଭୁବନେଶ୍ୱର ଅଭିମୁଖେ…