Latest Odisha News

BREAKING NEWS

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ । କରୋନା କଟକଣା ଭିତରେ ପରୀକ୍ଷା ହେଉଛି । ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ । ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୮-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୬ ରିଖ ଗୁରୁବାର ସିଂହ ୧୦ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି…

କବିତା : ଶୁଭଙ୍କରୀ

ରୀତା ପଟ୍ଟନାୟକ  ଜୀବନର କଣ୍ଟକିତ ଚଲାପଥେ ଶକ୍ତିର ଆଧାର,ଅମୃତର ପ୍ରଥମ ଓ ଶେଷ ସୋପାନ ଗିରି ଗହ୍ବରକୁ ବିଦୀର୍ଣ୍ଣ କରି ଝରି ଆସୁଥିବା ଝରଣାର ଝରଝର ସଙ୍ଗୀତର ସ୍ବନ । ଝୁଣ୍ଟି ପଡ଼ିଲେ ଆପେ ଆପେ ପାଟିରେ ଆସେ ତା' ନାଁ ଏମିତିକା ମହୁବୋଳା ଶବ୍ଦଟିଏ ସିଏ "ମାଆ " । ଆଶୀର୍ବାଦର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୭ କୁଟୁମ୍ବ  କହିଲେ କେହି ନାହିଁ।  ବାପା, ଜେଜେବାପାଙ୍କର ଏକମାତ୍ର ପୁଅ। ଆଉ କେହି  ନଥିଲେ ଆଗକୁ , ପଛକୁ।  ଅମୃତା ବି ଏକା ସେମିତି।  ଏଇଠୁ ସେଇଠୁ ଶୁଣେ ବାପା କୁଆଡେ  ଆଶ୍ରମକୁ ପଳାନ୍ତି। ଗାଁ ଲୋକଙ୍କ କଥା ବିଶ୍ୱାସ…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ, ଭୁବନେଶ୍ୱର, ଆନୁକୂଲ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚ ରାତ୍ରର ପ୍ରଚାର ପ୍ରସାର ନିମନ୍ତେ…

ଆଜାଦୀ କା ଅମୃତ ମହୋତ୍ସବ ସହ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ, ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ "ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସମ୍ବାଦପତ୍ରମାନଙ୍କ ଭୂମିକା" ଶୀର୍ଷକରେ, ' ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ' ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ, ଏହି…

ଧରାପଡିଲା ଅନୁଗୁଳର କୁଖ୍ୟାତ ଲେଡି ବ୍ରାଉନ୍ ସୁଗାର ଡିଲର୍‌

ଅନୁଗୁଳ: ବ୍ରାଉନ୍ ସୁଗାରର ଲେଡି ଡିଲରର ଗିରଫଦାର୍କୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନେକ ଦିନ ଧରି ନାକେଦମ୍ ହୋଇପଡିଥିଲା ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗ । ହେଲେ ଶେଷରେ ଜିଲ୍ଲାର କୁଖ୍ୟାତ ମହିଳା ବ୍ରାଉନ୍ ସୁଗାର ବିକ୍ରୟକାରୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।…

ପାକିସ୍ତାନ କୋଚ ମିସବାଙ୍କୁ କରୋନା

ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୂଖ୍ୟ କୋଚ ମିସବା ଉଲ ହକ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ମିସବା ଏବେ ଲାହୋର ପ୍ରତ୍ୟାବର୍ତନ କରିପାରିବେ ନାହିଁ ବୋଲି…

ଅଲୋଡା ପ୍ରଦର୍ଶନ: ୭୮ରେ ଟିମ ଇଣ୍ଡିଆ ଅଲଆଉଟ

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାଟକୀୟ ଢ଼ଙ୍ଗରେ ଟିମ ଇଣ୍ଡିଆ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ରୋହିତ ଶର୍ମା ୧୯…

ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାଡମେର: ରାଜସ୍ଥାନର ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ସନ୍ଧ୍ୟା ୫ଟା୩୦ରେ ଏହି ଅଘଟଣ ଘଟିଛି । ଟେକଅଫ ସମୟରେ ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଜଣଙ୍କ ଘର ଉପରେ ଖସି ପଡିଥିଲା । ଏହା ପୂର୍ବରୁ ପାଇଲଟ ନିଜକୁ ଇଜେକ୍ଟ କରି ଦେଇଥିଲେ । ଏୟାରଫୋର୍ସ ଏହାର…