Latest Odisha News

BREAKING NEWS

ଆସନ୍ତୁ ଜାଣିବା ମିଆଁଦାଦଙ୍କ ପଛରେ ଜୋତା ନେଇ କାହିଁକି ଗୋଡାଇଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଜାଭେଦି ମିଆଁଦାଦ ପଡିଆରେ ଅନେକ ଥର ବିବାଦ ସୃଷ୍ଟି କରିଛନ୍ତି । ନିକଟରେ ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ତାଙ୍କ ପୁସ୍ତକ ଷ୍ଟାରଗେଜିଙ୍ଗ: ଦି ପ୍ଲେୟାର୍ସ ଇନ ମାଇ ଲାଇଫ ପୁସ୍ତକରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି । ଏଥିରେ…

ରାଜଧାନୀରେ କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଖସିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୯.୦୭ କୁ ହ୍ରାସ ପାଇଛି। ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୦…

ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ

ଭାଗ : ୧୪ ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେଉଁ ଅଧା କଳେବର ଚଳଚ୍ଚିତ୍ର ବିଷୟ…

ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ରିପୋର୍ଟ ଅନୁଯାୟୀ ପାକିସ୍ତାନ କାବୁଲରୁ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖିଛି। ଏହି ସମୟରେ କାହାକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ପାକିସ୍ତାନ କହିଛି। ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ହେଉଛି ଏକମାତ୍ର ବାଣିଜ୍ୟିକ ବିମାନ…

ସାମାଜିକ ଆଦର୍ଶକୁ ଛାଡ଼ି ସାହିତ୍ୟ କେବେବି ତିଷ୍ଠି ପାରିବ ନାହିଁ : ସୌଭାଗ୍ୟବନ୍ତ ମହାରଣା

କବିତାକୁ ଜୀବନର ସମଗ୍ର ସତ୍ତା ବୋଲି ମନେ କରୁଥିବା ଏକ ଅନନ୍ୟ ବ୍ୟକ୍ତିତ୍ୱ ସୌଭାଗ୍ୟବନ୍ତ ମହାରଣା। ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ଅନୁଭବ କରିଛନ୍ତି କବିତାର ଭାବ, ଲୟ ଓ ଶବ୍ଦ ମାଧୁର୍ଯ୍ୟ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ନିଷ୍ଠାପର…

‘ବେଲ୍‌ବଟମ୍‌’; ୩ ଦିନରେ ଆୟ ୯‌ କୋଟି!

ନୂଆଦିଲ୍ଲୀ: କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ବଲିଉଡ୍‌ ମୁଭି ବେଲ୍‌ବଟମ୍‌। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ଆଦୃତ ଲାଭ କରିଛି। ତେବେ କିଛି ବିବାଦୀୟ ଦୃଶ୍ୟ ଯୋଗୁ ଏହାକୁ କିଛି ଦେଶରେ ବ୍ୟାନ୍‌ ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।…

ଆଫଗାନିସ୍ତାନ ସଙ୍କଟ; କାବୁଲରୁ ୧୬୮ ଜଣ ପହଞ୍ଚିଲେ ଭାରତ

କାବୁଲ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଆଜି ରାଜଧାନୀ କାବୁଲରେ ଫସି ରହିଥିବା ୧୦୭ ଭାରତୀୟ ଘରକୁ ଫେରିଛନ୍ତି। ଆଜି ସକାଳେ କାବୁଲରେ ଫସିଥିବା ୧୦୭ ଜଣ ଭାରତୀୟଙ୍କ ସମେତ ମୋଟ ୧୬୮ ଜଣ ଯାତ୍ରୀଙ୍କୁ ନେଇ ଏୟାରଫୋର୍ସର ସି-୧୭ ବିମାନ ଗ୍ଲୋବମାଷ୍ଟର ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ…

ରକ୍ଷାବନ୍ଧନରେ ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ପାଇଁ ରାକ୍ଷୀ ଆସିଥାଏ

ପୁରୀ: ରକ୍ଷା ବନ୍ଧନ ହିନ୍ଦୁ ଧର୍ମର ଏକ ବଡ ଏବଂ ବିଶ୍ୱାସର ପର୍ବ ଭାବେ ପାଳନ କରି ଯାଇଥାଏ । ତେବେ ଦୁନିଆକୁ ରକ୍ଷା କରୁଥିବା ଭଗବାନମାନଙ୍କ ପାଇଁ ବି ତାଙ୍କ ଭଉଣୀମାନେ ରାକ୍ଷା ପଠାଇଥାନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ.. ମହାପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ ନାମ ପଚରାରିଲେ ପ୍ରାୟତଃ…

ଆଫଗାନିସ୍ତାନରୁ ଉଦ୍ଧାର ହେଲେ ଶିଖ ସାଂସଦ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଳରୁ ଉଦ୍ଧାର ହୋଇଛନ୍ତି ଶିଖ ସାଂସଦ ନରେନ୍ଦ୍ର ସିଂ । ରବିବାର ଭାରତୀୟ ବାୟୁସେନା ବିମାନ ସି-୧୭ରେ ତାଙ୍କୁ ଅନ୍ୟମାନଙ୍କ ସହ ଭାରତ ଅଣାଯାଇଥିଲା । ଏଠାରେ ପଂହଚିବା ପରେ ଭାବପ୍ରବଣ ହୋଇ ଯାଇଥିଲେ ନରେନ୍ଦ୍ର । ୨୦ ବର୍ଷ ଧରି ଦେଶର ବିକାଶ ପାଇଁ ଯେଉଁ ସରକାର…

ଏହି ରାଜ୍ୟରୁ ହଟିଲା ରବିବାର ଲକ୍‌ଡାଉନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୂତନ ସରକାରୀ ଆଦେଶ ଅନୁଯାୟୀ, ରାଜ୍ୟରେ କୋଭିଡ-୧୯ ପରିସ୍ଥିତିରେ ସୁଧାର ଯୋଗୁ ରବିବାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ରବିବାର ଲକ୍‌ଡାଉନ୍‌କୁ କଟକଣାକୁ କୋହଳ କରାଯାଇଛି। ଏଣିକି ସୋମବାରଠାରୁ ରବିବାର ଯାଏ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ…