Latest Odisha News

BREAKING NEWS

ସରସ୍ବତୀ ପୂଜାକୁ କାହିଁକି ବସନ୍ତ ପଞ୍ଚମୀ କୁହାଯାଏ? ଜାଣନ୍ତୁ…

ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ସାରା ଦେଶରେ 'ବସନ୍ତ ପଞ୍ଚମୀ' ଭାବେ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ ଏହି ଦିନରୁ ବସନ୍ତ ଋତୁର ଆଗମନ ହୋଇଥାଏ। ବସନ୍ତ ପଞ୍ଚମୀର ଏକ ବି‌ଶେଷ ମହତ୍ବ ରହିଛି। ସାହିତ୍ୟ ଏବଂ ସଙ୍ଗୀତ ପ୍ରେମୀଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ୱ ମଧ୍ୟ ରହିଛି।…

ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରେ ଓଡ଼ିଶା । ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ବେଙ୍ଗାଲୁରୁର ନିର୍ମାଣ-୧…

ବସନ୍ତ ପଞ୍ଚମୀକୁ ନେଇ କ’ଣ ରହିଛି ପୌରାଣିକ ଗାଥା…

ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହା ପଡିଥାଏ। ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ। ବସନ୍ତ ପଞ୍ଚମୀକୁ ନେଇ କ’ଣ ରହିଛି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରାଲିକୁ ସମ୍ବୋଧିତ କରି ଏହି ବଡ଼ ଘୋଷଣା କରିଛନ୍ତି ଶାହ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ବସନ୍ତ ପଞ୍ଚମୀର‌େ କ’ଣ କରିବ‌େ ଓ କ’ଣ ନକରିବ‌େ, ଜାଣନ୍ତୁ…

ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ଦିନରେ ଏହି ପର୍ବ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ, ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଚଳିତ ବର୍ଷର ଶୁଭ ମହୂର୍ତ୍ତ- ହିନ୍ଦୁ କ୍ୟାଲେଣ୍ଡର…

ଏନଏମଏ ବାଇ-ଲ’କୁ ନେଇ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର : ଜାତୀୟ ଐତିହ୍ୟ ପ୍ରାଧିକରଣର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି…

ଇଭେଣ୍ଟ ମାନେଜ୍‌ମେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ଶୁଭାରମ୍ଭ

ଭୁବନେଶ୍ୱର: ଇଭେଣ୍ଟଆଣ୍ଡ୍ ଏଣ୍ଟର୍‌ଟେନ୍‌ମେଣ୍ଟ ମାନେଜ୍‌ମେଣ୍ଟ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା(ଇମାଓ)ର ଶୁଭାରମ୍ଭ ହୋଇଯାଇଛି । ଏହାର ମୂଳ ଲକ୍ଷ୍ୟ ଓଡିଶାରେ କିପରି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକ କିପରି ବ୍ୟବସାୟିକ ଭିତ୍ତିରେ…

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ତୋମାର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ…

ଭାରତ ସହ ସଂଘର୍ଷ ବେଳେ ନିହତ ହୋଇଥିଲେ ୪୫ ଚାଇନିଜ ଯବାନ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ସହ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏନେଇ ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ଚୀନ ନିଜ ଦେଶର ମୃତାହତ ଯବାନଙ୍କ ସମ୍ପର୍କରେ ମୁହାଁ…