Latest Odisha News

BREAKING NEWS

କାହାଣୀ

କାହାଣୀ ସୂର୍ଯ୍ୟସ୍ନାତ ତ୍ରିପାଠୀ ଶେଷରେ, କାହାଣୀଟିଏ ହେବା ହିଁ ଥୟ ! ଏ ବସନ୍ତର ପୀଡା, ଏ କୋହର ବିନ୍ୟାସ, ଏ ଦିନ-ରାତି, ଏ ଋତୁ-ରଙ୍ଗ ଏ ସବୁ ଦିନେ ପାଲଟିବେ କରୁଣ କାହାଣୀ, ନିରର୍ଥକ କବିତାରେ ସମାଧିସ୍ଥ ହେବେ ନଈବଢି ପରେ, କେହି ଜଣେ ଲେଖିଦେବ ପଟୁର ମସୃଣ ଦେହେ ସବୁଜ…

ଆଜିଠାରୁ କାର୍ଯ୍ୟକାରୀ ହେବ ‘ମୋ ସରକାର’ : ଥାନା ଓ ଡାକ୍ତରଖାନାରୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି 'ମୋ ସରକାର କାର୍ଯ୍ୟକ୍ରମ' । ମିଳିଥିବା ସୂଚନା ଅନୁସାରେ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୨-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା ୨ରିଖ ବୁଧବାର କନ୍ୟା ୧୬ଦିନ ଅଶ୍ବିନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଥର ବିନା ଶୁଳ୍କରେ ବୁଲିପାରିବେ ଭିତରକନିକା ଜାତୀୟ ଉଦ୍ୟାନ !

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନ 'ଭିତରକନିକା'ରେ ଏଥର ମାଗଣାରେ ପ୍ରବେଶ କରିବା ସହ ନୌକା ବିହାର କରିପାରିବେ ଛାତ୍ରଛାତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ପ୍ରବେଶ ଶୁଳ୍କ ସହ ନୌକା ବିହାର ପାଇଁ ଧାର୍ଯ୍ୟ କରାଯାଇଥିବା ଶୁଳ୍କ ଯୋଗୁଁ ଛାତ୍ରଛାତ୍ରୀ ମାନେ…

‘ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ’ରେ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ରକ୍ତ ସଂଚାରଣ ପରିଷଦ ପକ୍ଷରୁ ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ଜୟଦେବ ଭବନ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,…

ସୁପୋଷଣର ଆବଶ୍ୟକତାକୁ ନେଇ ରାଜଧାନୀରେ ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର କୁପୋଷଣ ବିରୁଦ୍ଧରେ ସଗ୍ରାମ କରିବାର ପ୍ରୟାସ ଓ ପ୍ରତିବଦ୍ଧତା ନିମନ୍ତେ ଆବଶ୍ୟକ ସହାୟତା ପାଉଛନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସିତ କରିବା ସହିତ ପୋଷଣ ସମ୍ବନ୍ଧୀୟ ଆପତିଗୁଡିକର ସମାଧାନ ନିମନ୍ତେ…

ଜାଣନ୍ତୁ, କାହିଁକି ଗାନ୍ଧିଜୀଙ୍କୁ ବିକିବାକୁ ପଡିଥିଲା ନିଜ ‘ଅଟୋଗ୍ରାଫ୍’ !

ଭୁବନେଶ୍ୱର: ଚଳିତ ବର୍ଷ ସାରା ଦେଶରେ ଜାତିର ପିତା ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି । ଯାହାଙ୍କର ମୂଳମନ୍ତ୍ର ଥିଲା ଅହିଂସା । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ଭାରତକୁ…

ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଲା କଳି, ଥାନାରେ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତି

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବିଜୁ ଛାତ୍ର ଜନତା (ବିସିଜେଡ଼ି) ଦଳର ଉପ-ସଭାପତି ମନଜିତ ଦାସଙ୍କ ବିରୋଧରେ ଗାଳିଗୁଲଜ କରିଥିବା ଅଭିଯୋଗ ନେଇ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସାଂସଦ ଅନୁଭବଙ୍କ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ (ପିଏସଓ)…