Latest Odisha News

BREAKING NEWS

ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ବିଧାୟକ

ପାଟଣା: ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ଜଙ୍ଗଲ ଜମିତ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…

ମା ବିରଜାଙ୍କ ସ୍ଵନକ୍ଷତ୍ର ଉତ୍ସଵ ପାଳିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ଵନକ୍ଷତ୍ର ତଥା ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହେଉଛି । କୋଭିଡ କଟକଣା କୋହଳ ପରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସକାଳୁ ମନ୍ଦିରକୁ ଆସି ମା’ ବିରାଜାଙ୍କ ଦର୍ଶନ କରିବା ସହ ଭୋଗ ଲାଗି କରିଥିଲେ । ମାଘମାସ ଅମାବାସ୍ୟା ତିଥି ଏବଂ…

୬ଦଫା ଦାବି ନେଇ ଆନ୍ଦୋଳନ

ଅନୁଗୁଳ: ୬ଦଫା ଦାବି ନେଇ ହିନ୍ଦ ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ । ଏମ୍‌ସିଏଲରେ କାର୍ଯ୍ୟରତ ହିନ୍ଦ ମଜଦୁର ସଂଘ ପକ୍ଷରୁ ଲିଙ୍ଗରାଜ ଏରିଆ ଜିଏମ୍ ଅଫିସ ଆଗରେ ସାମୁହିକ ଧାରଣା । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦାବି ମଧ୍ୟରେ…

ମିଳିଲା ମହିଳାଙ୍କ କଟାମୁଣ୍ଡ, ମୃତଦେହଠାରୁ ୨କିମି ଦୂରରେ ମୁଣ୍ଡ

ଭୁବନେଶ୍ବର: ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ସ୍ପଟକୁ ନେଇଥିଲା ପୋଲିସ । ପୋଲିସ ସହ ଯାଇ କଟାମୁଣ୍ଡ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ମୃତଦେହ ଠାରୁ ୨ କିମି…

କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ କାଲି ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରିବା ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର ।  …

ବସନ୍ତ ନାୟକ ଏଣ୍ଟରଟେନମେଣ୍ଟର ଆଲବମ ଦିଲ ବେଚାରାର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ଏକ ମଡର୍ଣ୍ଣ ମ୍ୟୁଜିକ ଆଲବମ "ଦିଲ ବେଚାରା" ରିଲିଜ ହୋଇଯାଇଛି । ପ୍ରେମ ମ୍ୟୁଜିକ ମାଧ୍ୟମରେ ଏହି ପ୍ରଡକ୍ସନ ହାଉସର ପ୍ରେମ ଅଡିଓ ଅଫିସିଆଲ ପକ୍ଷରୁ ପକ୍ଷରୁ "ଛକିଶୁନ" ନାମକ ମ୍ୟୁଜିକ ଭିଡିଓ ରିଲିଜ କରିଛି।…

ରାଜଧାନୀ ଗଳି କନ୍ଦିରେ ଲାଗିଲା ଅପରାଜିତା ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର

ଭୁବନେଶ୍ୱର: ରାଜଧାନୀରେ ଗଳି କନ୍ଦିରେ, କାନ୍ଥରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର ଲାଗିଛି । ପୋଷ୍ଟରରେ ଅପରାଜିତାଙ୍କ ଫୋଟୋ ରହିଥିବା ବେଳେ ଉପରେ ସେ ନିଖୋଜ ବୋଲି ଲେଖା ଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟ ଲାଗିଛି । ଯେଉଁତିଲେ ଏକାମ୍ର କ୍ଷେତ୍ର ନେଇ…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ୨ଜଣ ଅଟକ, କ୍ରାଇମ ସିନ୍ ରି-କ୍ରିଏସନ୍ କରିବ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ମିଳିଲା ବଡ଼ ସୁରାକ । ସାତ ଦିନ ପରେ ଘଟଣାର ରହସ୍ୟ ଖୋଲୁଛି । ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । କଟାମୁଣ୍ଡ ଠାବ ପାଇଁ ସେମାନଙ୍କ ପଚରାଉଚରା ଜାରି ରଖିଛି ପୋଲିସ । ମୃତ ମହିଳାଙ୍କ…

ମାତିଛନ୍ତି ଶିକାରୀ: ଦାନ୍ତ ପାଇଁ ଦନ୍ତାକୁ ମାରିଦେଲେ

ଢେଙ୍କାନାଳ: ଦାନ୍ତ ପାଇଁ ଦନ୍ତା ହାତୀକୁ ଗୁଳି କରି ହତ୍ୟା । ଏଭଳି ଅଭାଭନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ୯ ତାରିଖରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଗୁଳି କରି ଦନ୍ତା ହାତୀକୁ ମାରିଛନ୍ତି ଦୁର୍ବୃତ୍ତ। ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା…