Latest Odisha News

BREAKING NEWS

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେନି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ। କୋଭିଡ଼ ଯୋଗୁଁ ଗତ…

କୋଣାର୍କ ମନ୍ଦିରରେ ଝଲସିଲା ତ୍ରିରଙ୍ଗା ପତାକାର ଝଲକ

ପୁରୀ: ଲେଜର ଲାଇଟ୍ ମାଧ୍ୟମରେ ତ୍ରିରଙ୍ଗା ପତାକା ପରି ଚିତ୍ରିତ ହୋଇଥିଲା କୋଣାର୍କ ମନ୍ଦିର। ଆଲୋକମାଳାରେ ଝଲସୁଥିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଯାହା ପର୍ଯ୍ୟଟକଙ୍କ ବେଶ୍ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇଥିଲା। କୋଭିଡ଼୍ ଟୀକାକରଣ ଭାରତବର୍ଷରେ ୧୦୦କୋଟି ପୂରଣ ହେବାକୁ ଥିବାବେଳେ…

ଭୋକିଲା ତାଲିକାରେ ୯୪ରୁ ୧୦୧ତମ ସ୍ଥାନକୁ ଖସିଛି ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ (GHI) ୨୦୨୧ ରିପୋର୍ଟ ଅନୁଯାୟୀ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧ରେ ରହିଛି। ୨୦୨୦ ରେ, ୧୦୭ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା। ୨୦୨୧ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ…

ଦୁର୍ଗା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋବିନ୍ଦ ବଲ୍ଲଭ ବାବୁ ଚାକିରିରୁ ଅବସର ନେବାର ପ୍ରାୟ ବାର ବର୍ଷ ହୋଇଗଲାଣି । ଏହାରି ଭିତରେ ଜୀବନ ତମାମ ସମ୍ପୂର୍ଣ୍ଣ ସକ୍ରିୟ ଓ ଚଳଚଞ୍ଚଳ ଥିବା ଗୋବିନ୍ଦ ବଲ୍ଲଭ, ଏବେ କେତେବର୍ଷ ହେଲା ଟିକିଏ ମାନ୍ଦା ହୋଇଯାଇଛନ୍ତି । ମୋଟା ମୋଟି…

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ମିଳିନି ମୃତକଙ୍କ ପରିଚୟ

ବରଗଡ: ବରଗଡ଼ରେ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି ।  ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବରଗଡ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୫ ସାହାରାପଡା ଛକ ନିକଟରୁ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।…

ରାଜ୍ୟରେ ତିନି ଦିନ ଲାଗି ରହିବ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ…

ଦାର୍ଜିଲିଂ ଚା’ର ସଙ୍କଟ ବଢାଉଛି ନେପାଳ ଚା’

ନୂଆଦିଲ୍ଲୀ: ଦାର୍ଜିଲିଂ ଚା ଏହାର ଅନନ୍ୟ ସ୍ୱାଦ ଏବଂ ସୁଗନ୍ଧ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି ବିଶେଷତା ହେତୁ ଏହି ଚାକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି। କିନ୍ତୁ ବର୍ତ୍ତମାନ ପଡୋଶୀ ଦେଶ ନେପାଳରୁ ଆସୁଥିବା ଚା' ଏବେ ଏହାର ପରିଚୟ ପ୍ରତି ବିପଦ ସୃଷ୍ଟି କରୁଛି। ନେପାଳ ସହିତ ମୁକ୍ତ…

ବିଜୟା ଦଶମୀରେ ଫିକା ପଡିଛି ପାର୍ବଣ

ଭୁବନେଶ୍ୱର: ଆଜି ବିଜୟ ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଦିନ । ହେଲେ ଦଶହରା ଫିକା ପଡ଼ିଛି ଶ୍ରଦ୍ଧାଳୁୂ ବିନା । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ…

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ......  କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର…

ଶ୍ରୀମନ୍ଦିରରେ ଦଶହରାର ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଦଶହରାରେ ସବୁଠି ଚାଲିଛି ପୂଜାର୍ଚ୍ଚନା । ସେହିଭଳି ଶ୍ରୀମନ୍ଦିରରେ ଦଶହରାରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ତେବେ ପ୍ରତିବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରୁଥିବା ବେଳେ…