Latest Odisha News

BREAKING NEWS

ଆଜିଠୁ ସ୍କୁଲ ଯିବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଧୀରେଧୀରେ କରୋନା ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକ୍ କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଦୀର୍ଘ ମାସର ବ୍ୟବଧାନ ପରେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା…

ଝରାଫୁଲ ଡେଥ ମିଷ୍ଟ୍ରି; ଭିସେରା ରିପୋର୍ଟ ଖୋଲିବ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହରୁ ଅଧିକ ବିତିଯାଇଥିବା ବେଳେ ଏହା ଏବେବି ରହସ୍ୟ ଘରରେ ରହିଛି ଅନେକ ତଥ୍ୟ । ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…

ବୁଲିଯିବା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ‘ଡୁଡୁମା’

ଭୁବନେଶ୍ୱର: ପ୍ରାକୃତିକ ଶୋଭରାଜିରେ ଭରପୁର ଆମ ରାଜ୍ୟ ଓଡ଼ିଶା। ଏଠାକାର ପ୍ରତି କୋଣ ଅନୁକୋଣରେ ପ୍ରକୃତି ରାଣୀ ବିଛାଇ ଦେଇଛି ତାର ସୌନ୍ଦର୍ଯ୍ୟର ଚମକ। ବିଶେଷ କରି କର୍ପୂର ଜିଲ୍ଲାରେ। କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର…

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୮-୨-୨୦୨୧ ରିଖ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୮ ରିଖ ସୋମବାର ମକର ୨୬ ଦିନ ମାଘ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ…

ଧଉଳି କଳିଙ୍ଗ ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ଭରତନାଟ୍ୟମର ଅଦ୍ଵିତୀୟ ଭାବବିନ୍ୟାସ

ଶାସ୍ତ୍ରୀୟ ନୃତ୍ୟ ଦେଖିବା ଓ ତାକୁ ଅନୁଭବ କରିବା, ଏକ ଭିନ୍ନ କଳା। ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ନିଜସ୍ଵ ମାର୍ଗ ରହିଥାଏ ଓ ସେ ମାର୍ଗ ବିଷୟରେ ଜାଣିନଥିବା ଲୋକ ପାଇଁ ଏ ପ୍ରକାର ନୃତ୍ୟ ଓ ସଙ୍ଗୀତ ଅତ୍ୟନ୍ତ ଦୁର୍ଗମ। ସବୁଠୁ ବଡ କଥା ହେଉଛି, ଭାରତ ପୃଥିବୀର ସର୍ବ ପୁରାତନ ଶାସ୍ତ୍ରୀୟ…

ପଶ୍ଚିମବଙ୍ଗରେ ୪୭୦୦ କୋଟିର ୪ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ୪ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଳଦିଆରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୨୫ ନିଖୋଜ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କଲେ…

ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଯୋଶୀମଠର ତପୋବନ ଅଞ୍ଚଳରେ ରବିବାର ସକାଳେ ହିମସ୍ଖଳନ ଯୋଗୁଁ ୧୨୫ ଜଣ ନିଖୋଜ ଥିବା ଜଣାପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା…

ଓଡ଼ିଶାରୁ ଦିନକରେ ୧୦୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ମୋଟ୍ ସୁସ୍ଥତାଙ୍କ ମଧ୍ୟରେ ସମ୍ବଲପୁରରୁ ୧୮…