Latest Odisha News

BREAKING NEWS

ଓଡ଼ିଶାରେ ତଳମୁହାଁ କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୭୨୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଏବେ ନିମ୍ନଗାମୀ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଲଗାତାର ଦ୍ୱିତୀୟ ଦିନରେ ହଜାରେ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୯୬ ଜଣ…

୭ ବର୍ଷ ପରେ ଲର୍ଡସ ଲଢ଼େଇ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ…

ପୁସ୍ତକ ପରିଚୟ : ପ୍ରୀତିନୀଡ଼

କବିତା ସଙ୍କଳନ : ପ୍ରୀତିନୀଡ଼ କବି : ନିରଞ୍ଜନ ସେଠୀ ପ୍ରକାଶକ : ସାଇସ୍ମୃତି ପବ୍ଲିକେଶନ ଏଲ . ପି ୮୩୨ ଓ ୮୩୪ ପ୍ରଶାନ୍ତି ବିହାର , ପଟିଆ ଭୁବନେଶ୍ୱର, ଯୋଗାଯୋଗ : ୮୯୮୪୬୯୨୨୨୯  ପୃଷ୍ଠା : ୧୩୭ ମୂଲ୍ୟ : ୧୬୦ କବିତା କହିଲେ ପ୍ରଥମେ ଭାବ, ଲୟ , ଏବଂ ଶବ୍ଦ ମାଧୁର୍ଯ୍ୟ କଥା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ : ୮ ଜବା ଚାବିକାଢିଲା ତା' ଜିନ୍ସ ପକେଟରୁ। ନିଜ ଘର  ଭାବି ପଶିଲା ବୀରଦର୍ପରେ। 'ଆଣ୍ଟି ଗୋ ନମସ୍କାର ' , କହିଲା ତା' ମିଠା ସୁରରେ। ଏଥର ନିଜର ଲୁଗାପଟା ବଦଳାସହ ସଫାସୁତୁରା ପର୍ବ।  ବଡ ଅଜବ ଅନୁଶାସନ ଏ ଘରେ। ମାତ୍ର,…

କବିତା : ମେଘମୋହ ଓ ମେଘପକ୍ଷୀର ଗୀତ

ମମତା ବିଶ୍ୱାଳ ପୁହାଣ  ମେଘ ଓ ମାଟିର ପ୍ରେମମୟତାରେ ହିଁ ବନ୍ଧା ଆକାଶର ସଂସାରିପଣ !! ପ୍ରଗଳ୍ଭ ହୁଏ ସ୍ବପ୍ନଗୁଚ୍ଛର ଅନ୍ୱେଷ, ମୋହଜ ଅନୁରାଗରେ ପ୍ରଣୟର ଛନ୍ଦମୟ ଶବ୍ଦ ସବୁ ସଂଚରି ଯାଏ ମାଟିର ଛାତିରେ, ପ୍ରତିଶ୍ରୁତିର ଅସ୍ମିତା ପଲ୍ଲବିତ ହୁଏ।। ଉଦୁଆଁ ଆକାଶରେ ଧ୍ୱନିମୟ ଏବେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୭-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୭ ରିଖ ମଙ୍ଗଳବାର ସିଂହ ୧ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ମକର ରାଶି ମହିଳାଙ୍କର ଆଜିର…

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି ।…

ତାଲିବାନ କ୍ଷମତାକୁ ଫେରିବା ପରେ ପ୍ରଥମ ଦେଶ ଭାବେ ପାକିସ୍ତାନର ଖୋଲା ସମର୍ଥନ

ଇସଲାମବାଦ: ଶେଷର ପାକିସ୍ତାନ ତାର ପ୍ରକୃତ ରୂପ ସାମ୍ନାକୁ ଆଣିଲା । ସାରା ବିଶ୍ୱ ଆଫଗାନିସ୍ତାନରେ ତାଲିବାନର କବଜା ନେଇ ଅସନ୍ତୁଷ୍ଟ ଥିଲା ବେଳେ କିନ୍ତୁ ଖୁସି ମନାଇଛି ପାକିସ୍ତାନ । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାକୁ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ତାଲିବାନ…

ଆଫଗାନିସ୍ତାନ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ଜାରୀ !

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଦଳ ଖେଳିବା ନେଇ ସଂଶୟ ଜାରୀ ରହିଛି । ଅବଶ୍ୟ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନଙ୍କ ମତରେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ…

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…