Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ । ମହିଳା ଟିମ୍ ବି ଆସିଛି । ଭୁବନେଶ୍ୱରରେ ଉଭୟ ଟିମ୍ ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ଭଯ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ…

କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ ସଲ୍‌ମାନ

ମୁମ୍ବାଇ: ଫିଲ୍ମ ଶେର୍‌ଶାହାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି। କିନ୍ତୁ ସଲମାନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ସିଦ୍ଧାର୍ଥଙ୍କ ପରିବର୍ତ୍ତେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ। ଏ ନେଇ ଶେର୍‌ଶାହା ନିର୍ମାତା ଶବବୀର ବକ୍ସୱାଲା ପ୍ରକାଶ କରିଛନ୍ତି ଯେ ସଲ୍‌ମାନ…

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୪ରେ ଉଭୟ ଟିମ୍ ମୁହାଁମୁହିଁ ହେବେ । ବିଶ୍ୱକପ୍ ମ୍ୟାଚ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ…

କାବୁଲରେ ବନ୍ଦ ହେଲା ଭାରତୀୟ ଦୂତାବସ, ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମଙ୍ଗଳବାର କାବୁଲରେ ଥିବା ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ…

ଖୁବ୍‌ ଶୀଘ୍ର ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିପାରେ ଡେଲ୍‌ଟା ପ୍ରଜାତି; ‘ହୁ’

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ ଶୀଘ୍ର ଏହା ସମଗ୍ର ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଚେତାବନୀ ଦେଇଛି। ବଢୁଥିବା ସଂକ୍ରମଣ ହାର ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ହୁ…

ମରିଗଲାଣି ମାନବିକତା; ଦୁଷ୍କର୍ମର ଶିକାର ହେଲେ ୬୦ ବର୍ଷିୟା ମହିଳା

ଭୋପାଳ: ମରିଗଲାଣି ମାନବିକତା। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ୧୮ ବର୍ଷରୁ କମ୍ ବୟସ୍କ ୨…

ରିଲିଜ ପୂର୍ବରୁ ଫୁଲ ହେଲା ବେଲ ବଟମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ବେଲ ବଟମ ଫିଲ୍ମ ୧୯ ଅଗଷ୍ଟରେ ରିଲିଜ ହେବ । କରୋନା ମହାମରୀ ଯୋଗୁ ସମସ୍ତ ରାଜ୍ୟରେ ଫିଲ୍ମ ହଲ ଖୋଲିବା ପାଇଁ ଅନୁମତି ମିଳି ନାହିଁ । ତଥାପି ଯେଉଁ ରାଜ୍ୟରେ କରୋନା କଟକଣାରେ ଫିଲ୍ମ ହଲ ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲାଯିବା ପାଇଁ ନିଷ୍ପତି…

ଆଫଗାନିସ୍ତାନ ସଙ୍କଟ; ତୁରନ୍ତ ପଦକ୍ଷେପ ନେବାକୁ ମଲାଲା ୟୁସୁଫଜାଇଙ୍କ ଆହ୍ବାନ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଆଫଗାନିସ୍ତାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ସେ ଗଭୀର ଚିନ୍ତିତ ଅଛନ୍ତି ଏବଂ ବିଶ୍ୱ ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ…

ବଙ୍ଗୋପସାଗରରେ ଲଘୁଚାପ: ଆଜିଠୁ ଦୁଇ ଦିନ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାରପ ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି । ଆଗାମୀ ୨ ଦିନ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା…

ଆଫଗାନ ସ୍ଥିତି ପାଇଁ ଅଶ୍ରଫ ଘନିଙ୍କୁ ଦାୟୀ କଲେ ବାଇଡେନ୍

ନୂଆଦିଲ୍ଲୀ: ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ହାହାକାର ପରିସ୍ଥିତି । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଦାୟୀ କରାଯାଉଛି । ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଦବଦବା ଆରମ୍ଭ ହୋଇଥିଲା । ସେପଟେ ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ପାଇଁ…