Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪ ସ୍ବରକୁ କମେଇ କଥା ହୋଇପାରେନା ବୋଲି ନିଜକୁ ନିଜେ ବିରକ୍ତ ହୁଏ ତିଥି। ଚାବି ଘୂରେଇ କବାଟଖୋଲି ପଶିଲା। ଟେବୁଲ ଉପରକାଗଜକୁ ପଢିନେଲା ହାତ,ମୁହଁ ପୋଛୁପୋଛୁ। କାଢିଲା ତା'ର ବ୍ରେସଲେଟ, ବଡ ବଡ ଝୁଲାକାନଫୁଲ, ହାର ...ଏସବୁ…

ପଟ୍ଟନାୟକେ ଥିଲେ ବୋଲି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ଜୀବନର ଗତି ଅତି ରହସ୍ୟମୟ , ସବୁବେଳେ ସରଳ ରେଖାରେ ଚାଲେ ନାହଁ। ଜୀବନର ହିସାବ ଖାତାରେ ସବୁବେଳେ ଦୁଇ ଯୋଗ ଦୁଇ ଚାରି ହୁଏ ନାହିଁ, କେବେ ଦଶ ବି ହେଇପାରେ ତ କେବେ ଶୁନ୍ୟ ବି ହେଇପାରେ। ଜୀବନ ଚକ୍ର ବେଳେବେଳେ ଏମିତି ଏକ ଅଜଣା ମୋଡ଼ରେ ପହଞ୍ଚେଇ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ବନ ଉନ୍ନୟନ ନିଗମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ସୁରେଶ…

ମମତାଙ୍କୁ ଅଡୁଆରେ ପକାଇଲା ହାଇକୋର୍ଟଙ୍କ ନିଷ୍ପତି

କୋଲକାତା: ନନ୍ଦିଗ୍ରାମ ଭୋଟ ଗଣତି ହେରଫେର ଅଭିଯୋଗର ଶୁଣାଣୀକୁ କୋଲକାତା ହାଇକୋର୍ଟ ନଭେମ୍ବର ୧୫ ପର୍ଯ୍ୟନ୍ତ ଘୁଂଚାଇ ଦେଇଛି । ହାଇକୋର୍ଟଙ୍କ ଏହି ନିଷ୍ପତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚାପରେ ପକାଇ ଦେଇଛି । ମମତା ବିଧାନସଭା ସଦସ୍ୟ ନ ଥିବା ବେଳେ ରାଜ୍ୟରେ ବିଧାନପରିଷଦ ନାହିଁ ।…

ଦିଗପହଣ୍ଡିରେ ତୁଳା ଜିନିଂ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦିଗପହଣ୍ଡିରେ ଏକ ତୁଳା ଜିନିଂ ମିଲ ଓ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛୋଟ ଛୋଟ ସହରରେ ଲୋକଙ୍କ ରୋଜଗାର ବୃଦ୍ଧି ସହ…

ଆନ୍ଧ୍ରପ୍ରଦେଶ ପୋଲିସକୁ ସଫଳତା, ଆତ୍ମସମର୍ପଣ କଲେ ୬ ମାଓବାଦୀ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୋଲିସକୁ ସଫଳତା । ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । ୧ କୋଟି ୬୭ ଲକ୍ଷ ଟଙ୍କାର ପାଇପ କାମର…

ଖରସ୍ରୋତା ମେଗା ପ୍ରକଳ୍ପକୁ ବିରୋଧ, ଅଶାନ୍ତ ହେଉଛି ରାଜକନିକା

କେନ୍ଦ୍ରାପଡ଼ା : ଅଶାନ୍ତ ହେଉଛି କେନ୍ଦ୍ରାପଡ଼ା ରାଜକନିକା । ଖରସ୍ରୋତାରେ ନିର୍ମାଣାଧୀନ ମେଗା ଓ୍ବାଟର ପ୍ରୋଜେକ୍ଟ କାମକୁ ନେଇ ତେଜିବାରେ ଲାଗିଛି ଅଶାନ୍ତି । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ ଏବେ ଉଗ୍ରରୂପ ନେଇଛି । ବରୁଣାଡିହାରେ ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତ୍ତା…

ସାପ କାମୁଡି ଦେଲା ବୋଲି ସାପକୁ କାମୁଡିଦେଲେ

ଯାଜପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ନିଜ ଦାନ୍ତରେ କାମୁଡ଼ି ମାରିବା ସହ ତାର ରକ୍ତ ପିଇ ଦେଇଛନ୍ତି । କଥାଟି ଅଡୁଆ ଲାଗୁଥିଲେ ବି ଏହା ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା…