Latest Odisha News

BREAKING NEWS

ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନାର ଆଉ ଏକ ଭୟଙ୍କର ପ୍ରଜାତି ଡେଲଟା ପ୍ଲସ୍ କାରଣରୁ ମୁମ୍ବାଇ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଏମସି ଅଧିକାରୀଙ୍କ ଅନୁଯାୟୀ, ଗତ ମାସରେ ଜଣେ ୬୩ ବର୍ଷିୟା ମହିଳା କରୋନା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ମୃତ…

ଅଷ୍ଟମ ଥର ପାଇଁ ରାଜଧାନୀରେ କରୋନା ମୃତ୍ୟୁ ଶୂନ୍ୟ

ନୂଆଦିଲ୍ଲୀ: କମୁଛି କରୋନା ମୃତ୍ୟୁ ହାର। ରାଜଧାନୀ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ ରହିଛି। ଗୁରୁବାର ଦିନ ଦିଲ୍ଲୀରେ କୌଣସି ମୃତ୍ୟୁ ମାମଲା ରେକର୍ଡ କରାଯାଇ ନାହିଁ। କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ମୃତ୍ୟୁହାର ଶୁନ୍ୟ ହୋଇଥିବାବେଳେ ୪୯ ଟି ନୂତନ ମାମଲାରେ ୦.୦୭…

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ…

ଖଣ୍ଡେ କେକ୍‌ର ମୂଲ୍ୟ ୧.୮୯ ଲକ୍ଷ!

ଲଣ୍ଡନ: ଖଣ୍ଡେ କେକ୍‌ର ମୂଲ୍ୟ ୧.୮୯ ଲକ୍ଷ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପ୍ରିନ୍ସ ଚାର୍ଲ୍ସ ଏବଂ ରାଜକୁମାରୀ ଡାଏନାଙ୍କ ବିବାହ କେକ୍ ଖଣ୍ଡେ କେକ୍‌ ୧,୮୫୦ ପାଉଣ୍ଡ (୨୫୬୫ ଡଲାର) ରେ ବିକ୍ରି ହୋଇଛି। ଏହି କେକ୍‌ ୪୦ ବର୍ଷ ପୁରୁଣା। ବିବାହର ପ୍ରାୟ ୪୦ ବର୍ଷ ପରେ…

ମଣିପୁରର ପାରମ୍ପାରିକ ପୋଷାକରେ ମନ ମୋହିଲେ ମୀରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ୱେଟଲିଫ୍ଟର ମୀରାବାଇ ଚାନୁଙ୍କ ନୂଆ ରୂପ ସମସ୍ତଙ୍କୁ ପସନ୍ଦ ଆସିଛି । ମଣିପୁରର ପାରମ୍ପାରିକ ମିତେଇ ପୋଷାକ ପରିଧାନ କରି ସେ ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ମୀରାବାଇ ତାଙ୍କ ସରଳ ଜୀବନଯାକ ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହୋଇ…

ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ବାଲାନ୍ସ, ବିଶ୍ୱ ରେକର୍ଡ କଲେ ବଲାଙ୍ଗିର ଯୁବକ

ବଲାଙ୍ଗିର: ଆପଣ ଗୋଟିଏ ହାତ ଆଙ୍ଗୁଠିରେ ହକି ଷ୍ଟିକ୍ ଧରି ପାରିବେ କି ? ଯଦି ଧରି ରଖିପାରିବେ କେତେ ସମୟ ? ବୋଧେ କିଛି ମିନିଟ୍ ବି ବାଲାନ୍ସ କରି ରଖିବା ଅନେକଙ୍କ ପାଇଁ ମୁସ୍କିଲ ହୋଇଯିବ । କିନ୍ତୁ ଏହି ମୁସ୍କିଲ କାମ କରି ଓଡ଼ିଶାର ଜଣେ ଯୁବକ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଗୋଟିଏ…

କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍!

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍ ରହିଥାଏ। କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର ମହାମାରୀ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କ ତୁଳନାରେ IQ ଯଥେଷ୍ଟ ହ୍ରାସ ପାଇଛି ବୋଲି ଆମେରିକାର ଏକ ଅଧ୍ୟୟନ…

ମେସି, ରାମୋସ ପରସ୍ପରକୁ ଭେଟିବା ଫଟୋ ଭାଇରାଲ

ବାର୍ସିଲୋନା: ଦୀର୍ଘ ଦିନ ଧରି ଫୁଟବଲ ପଡିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ଲିଓନେଲ ମେସି ଓ ସର୍ଗିଓ ରାମୋସ ଏକତ୍ର ପିଏସଜି ପକ୍ଷରୁ ଖେଳିବାକୁ ଯାଉଛନ୍ତି । ସାଥୀ ଖେଳାଳିଭାବେ ଉଭୟ ପରସ୍ପରକୁ ଭେଟିବା ଫଟୋ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ମେସି ତାଙ୍କ ପ୍ରିୟ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ୍ ରିହରସାଲ୍, ସାମିଲ ହେଲେ ୩ଟି ଟ୍ରୁପ୍‌

ଭୁବନେଶ୍ୱର: ଚଳିତବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଆଜି ଫୁଲଡ୍ରେସ୍ ରିହରସାଲ୍ କରାଯାଇଛି । ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ହୋଇଥିଲା ଫୁଲ ଡ୍ରେସ୍…

କୋଭାକ୍ସିକନ୍‌କୁ ମିଳିପାରେ ‘ହୁ’ର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ବାୟେ‌େଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିକନ୍‌କୁ ହୁର ଅନୁମତି ମିଳିପାରେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା…