Latest Odisha News

BREAKING NEWS

ବିଜେଡିର ବଡ଼ ଘେଷଣା, ୨୭% ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ବର : ପଛୁଆ ବର୍ଗଙ୍କ ଲାଗି ବିଜେଡିର ବଡ଼ ଘୋଷଣା । ୨୭ ପ୍ରତିଶତ ପଛୁଆବର୍ଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ୍ ଦେବ ବିଜେଡି । ଆଗାମୀ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଟିକେଟ ଦେବାକୁ ଦଳ ଘୋଷଣା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମନ୍ତ୍ରୀ…

ଜଷ୍ଟିସ ଆୟେଶା ମଲିକ ହେବେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି

ଇସ୍‌ଲାମ୍‌ବାଦ: ପାକିସ୍ତାନ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଆୟେଶା ମଲିକ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସିଜେପି ମୁଶେର ଆଲାମ ଅଗଷ୍ଟ ୧୭ ରେ ଅବସର ନେବାକୁ…

ଟିକାକୃତ ଲୋକମାନେ ଡେଲଟା ପ୍ରଜାତିର ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଟିକାକରଣ ହୋଇଥିବା ୬୩ ବର୍ଷ ବୟସ୍କା ମହିଳା କରୋନା ଡେଲଟା ପ୍ଲସ୍ ରେ ସଂକ୍ରମିତ ମୃତ୍ୟୁବରଣ କରିଥିବା ଖବର ଆସିବା ପରେ ଅନୁସନ୍ଧାନକାରୀମାନେ ଏହି ଭୂତାଣୁ ଅନ୍ୟମାନଙ୍କୁ ଅତି ସହଜରେ ବ୍ୟାପୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଟିକା ନେଇଥିବା ଲୋକ ବି ଅତି…

ତାଲିବାନ ଦଖଲରେ ଆଫ୍‌ଗାନିସ୍ତାନର ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ତାଲିବାନ ଓ ଆଫ୍‌ଗାନିସ୍ତାନ ବିବାଦ ତେଜିବାରେ ଲାଗିଛି। ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ଦଖଲ କରିସାରିଲାଣି ତ‌ାଲିବାନ। ତାଲିବାନ ବର୍ତ୍ତମାନ ଦାବି କରିଛି ଯେ ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ୯୦ କିଲୋମିଟର ଦୂରରେ ଥିବା…

ବଢୁଛି ରାହୁଲଙ୍କ ଅଡୁଆ; ଟ୍ୱିଟର ପରେ ଇନ୍‌ଷ୍ଟା ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଦଳିତ ନାବାଳିକାର ପରିବାରର ଚିତ୍ର ସେୟାର କରିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବାରେ ଲାଗିଛି। ଟ୍ୱିଟରରୁ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ବର୍ତ୍ତମାନ ଶିଶୁ ସୁରକ୍ଷା ଆୟୋଗ ଫେସବୁକରୁ ତାଙ୍କ…

ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରୁଛନ୍ତି।…

୨୭ ରିଲିଜ କରିବ ବିଗ୍‌ ବିଙ୍କ ‘ଚେହ୍‌ରେ’

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି। ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ଅଭିନୀତ ରହସ୍ୟ ଥ୍ରୀଲର ଚେହ୍‌ରେ ୨୭ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି…

ଗୋଟିଏ ଫ୍ଲାଟ୍‌ ଥିଲେ ହୋଇପାରିବେନି ଏକାଧିକ କାର୍‌ର ମାଲିକ

ମୁମ୍ବାଇ: ଯଦି ଜଣେ ବ୍ୟକ୍ତି ଗୋଟିଏ ଫ୍ଲାଟ୍‌ କିଣିଛନ୍ତି ତେବେ ସେ ଏକାଧିକ କାର୍‌ର ମାଲିକ ହୋଇପାରିବେନି। ଏମିତି ଏକ ନିୟମ ଲାଗୁ କରିଛନ୍ତି ବମ୍ବେ ହାଇକୋର୍ଟ। ଯାନବାହାନ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପରେ ମହାରାଷ୍ଟ୍ରରେ କୌଣସି ଏକକ ନୀତିର ଅଭାବକୁ ନେଇ ଦୁଃଖ ପ୍ରକାଶ କରି…

ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ…

ତୃତୀୟ ଲହରକୁ ନେଇ ବଢୁଛି ଭୟ; ଅଗଷ୍ଟ ପ୍ରଥମ ୧୦ ଦିନରେ ୫୪୩ ପିଲା ପଜିଟିଭ ଚିହ୍ନଟ

ବେଙ୍ଗାଲୁରୁ: ଭୟ ବଢାଇଲାଣି ତୃତୀୟ ତରଙ୍ଗ। ବେଙ୍ଗାଲୁରୁରେ ଅଗଷ୍ଟ ପ୍ରଥମ ୧୦ ଦିନରେ ମୋଟ ୫୪୩ ପିଲା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏ ନେଇ ମ୍ୟୁନିସିପାଲିଟି କର୍ପୋରେସନ୍ ଶୁକ୍ରବାର ଦିନ ସୂଚନା ଦେଇଛି। ସମୁଦାୟ ୫୪୩ ମଧ୍ୟରୁ ୨୭୦ ଜଣ ଝିଅ ଏବଂ ୨୭୩ ଜଣ ପୁଅ ଅଛନ୍ତି।…