ତାଲିବାନ ସହ ବୁଝାମଣା ପାଇଁ ଆଫଗାନିସ୍ତାନ ସରକାର ପ୍ରସ୍ତୁତ!
କାବୁଲ: ଆଫଗାନିସ୍ତାନକୁ ତାଲିବାନ ଧିରେ ଧିରେ କବଜା କରିବାକୁ ବସିଲାଣି । ରାଜଧାନୀ କାବୁଲଠାରୁ ତାଲିବାନ ସେନା ମାତ୍ର ୧୫୦ କିମି ଦୂରରେ ରହିଛି । ଏହି ଅବସରରେ ତାଲିବାନ ଆଗରେ ପ୍ରଥମ ଥର ପାଇଁ ଆଫଗାନ ସରକାର ନରମ ପଡିଛି । ହିଂସା ପରିତ୍ୟାଗ କରି ମିଳିତ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…