ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା
କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା
ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ…