Latest Odisha News

BREAKING NEWS

କବିତା : ମଉଳା ଗଜରା

ଭାରତୀ ସରିତା ମହାନ୍ତି  ମନ ପ୍ରଜାପତି ଉଡି ବୁଲୁଥିଲା ଡେଣା ଦୁଇ ହେଲା ଚ୍ୟୁତ ରଙ୍ଗହୀନ ଦେହ ତୁଟାଇଲା ମୋହ ଝୁରେ ବସି ସେ ଅତୀତ। ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି ଫୁଲର ସୌନ୍ଦର୍ଯ୍ୟ ଦେଖେ ରଙ୍ଗହୀନ ସେହି ଜୀବନକୁ ନେଇ କେମିତି ବଞ୍ଚିବ ସୁଖେ? ଫଗୁଣର ରଙ୍ଗ ପଡିଗଲା ଫିକା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୩ ଫୁଲା ଫାଙ୍କିଆ ମୁଁ ତାସ୍ ଖେଳ, ପଶାଖେଳରେ ମାତି ସମୟ ବିତେଇ ଦେଉଥିଲି।ବହି ପଢିବାର ନିଶା ଥିଲା। ପହଁରିବାକୁ ଭଲ ଲାଗୁଥିଲା। କିନ୍ତୁ, ବାପାଙ୍କ କାମ ସମ୍ଭାଳିବାକୁ ଆଦୌ ଇଚ୍ଛା ହେଉନଥିଲା। ଟିକିଏ ବି ଆଗ୍ରହ ନଥିଲା।…

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା…

ବଡବିଲ ମେନ୍ ରୋଡରେ ବୋମାମାଡ ଘଟଣା, ୨ କୁଖ୍ୟାତ ଅପରାଧୀ ଗିରଫ

କେନ୍ଦୁଝର : ବଡ଼ବିଲ ମେନ୍ ରୋଡରେ ଥିବା ହାର୍ଡ ଓ୍ବେୟାର ଷ୍ଟୋରରେ ବୋମାମାଡ଼ ଘଟଣାର ହୋଇଛି ପର୍ଦ୍ଦାଫାସ । ବୋମାମଡ ଘଟଣାରେ ବଡବିଲ ପୋଲିସ ୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି । ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ଦେଇଛି ପୋଲିସ । ଗିରଫ ୨ ଜଣ…

ଜାଗୃତିଙ୍କ ଫୋଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ…

ମୟୂରଭଞ୍ଜର ୧୯୪ ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା

ମୟୂରଭଞ୍ଜ : ଆସନ୍ତାକାଲିଠୁ ମଣ୍ଡପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ବିଲ୍ବବରଣ ପରେ ମା’ଙ୍କ ଆବାହନ କରାଯିବ । ତେବେ ମୟୂରଭଞ୍ଜରେ ଚଳିତ ବର୍ଷ ନିରାଡ଼ମ୍ବର ସହକାରେ ଏବଂ କୋଭିଡ କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ପର୍ବର ଆୟୋଜନ କରାଯାଇଛି । ଜିଲ୍ଲାରେ ଏଥର ବାରିପଦା…

ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା, ଜଣେ ପୂଜାରୀ ଗିରଫ

ପୁରୀ : ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାମଲାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୋଲିସ । ଏ ନେଇ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ମନ୍ଦିର ପୂଜକ ଓ ସେବାୟତମାନେ ମିଛ ଖବର…

ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ ଶାହାରୁଖଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ଡ୍ରଗ୍ସ ପାର୍ଟି କେସ ନେଇ ଆଜି ପୁନର୍ବାର ଶାହାରୁଖ ଖାଁଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ କୁଇନ କଙ୍ଗନା ରାନାୱତ । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏହି ଘଟଣାରେ ଗିରଫ ହୋଇଛି । ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ କଙ୍ଗନା କହିଛନ୍ତି ୨୦୧୪ରେ ସେ ତାଙ୍କ ପୁଅର ଭୁଲ ନେଇ କ୍ଷମା ମାଗିଥିଲେ ।…

ବିଧାୟକଙ୍କ ଘରୁ ଚୋରି

କଟକ: ବିଧାୟକଙ୍କ ଘରୁ ଚୋରି। କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବା ବର୍ତ୍ତମାନର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ମହାନଦୀ ବିହାରସ୍ଥିତ ବାସଭବନରୁ ଗତକାଲି ରାତିରେ ଲୁଟ୍ ହୋଇଛି। ପ୍ରଭାତ ବିଶ୍ୱାଳଙ୍କ ଏକ ଘରୁ ଲ୍ୟାପଟପ୍ ସହ ଏକ ମୋବାଇଲ ଲୁଟି ନେଇଛନ୍ତି କୌଣସି…