Latest Odisha News

BREAKING NEWS

ନିରାଶ କଲେ ଭିନେଶ, ଏବେ ରେପେଚେଜ ରାଉଣ୍ଡ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ୫୩ କେଜି ଫ୍ରି ଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବେଲାରୁଷର ଭାନେସା କାଲାଜିନ୍ସକାୟାଙ୍କଠାରୁ ୯-୩ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଭାନେସା ପ୍ରଥମ ରାଉଣ୍ଡରୁ ହିଁ ଭିନେଶଙ୍କ ଉପରେ ଭାରି ପଡିଥିଲେ । ପ୍ରଥମ ରାଉଣ୍ଡରେ…

କୋଭାକ୍ସିନ୍‌କୁ ମିଳିଲା ଜିଏମ୍‌ପି ପ୍ରମାଣପତ୍ର; ହଙ୍ଗେରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌କୁ ହଙ୍ଗେରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗୁଡ୍‌ ମାନୁଫାକ୍ଟରିଙ୍ଗ୍‌ ସର୍ଟିଫିକେଟ୍‌ (ଜିଏମ୍‌ପି) ପ୍ରଦାନ କରାଯାଇଛି। ହଙ୍ଗେରୀରୁ କୋଭାକ୍ସିନ୍‌କୁ ଜିଏମ୍‌ପି ପ୍ରମାଣପତ୍ର ମିଳିଥିବାରୁ ଏହା ଦେଶ ପାଇଁ ଭଲ ସଙ୍କେତ…

ପଞ୍ଜାବ ସିଏମଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ସେ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ନିଷ୍ପତ୍ତି ନେଇ ନାହାଁନ୍ତି। ଖୁବ୍‌ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ…

କାରୋନା ସଚେତନତା ଗୀତ ‘ଟୀକା ତ ଆସିଲା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେଶିଆ ଭାଷାରେ ୨ଟି ଓ ସମ୍ବଲପୁରୀ ଭାଷାରେ ୨ ଟି କରୋନା ସଚେତନତା ଗୀତ 'ଟୀକା ତ ଆସିଲା' ଲୋକାର୍ପିତ ହୋଇ ଯାଇଛି ।ଗୀତଗୁଡିକ ମୁଖ୍ୟତଃ କୋଭିଡର ଟୀକାକରଣ ଉପରେ ଆଧାରିତ ହୋଇଛି। ଏହା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି…

ପେଗାସସ୍ ସ୍ପାଏୱେୟାର ମାମଲା; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଆଜି ଆସିପାରେ ପେଗାସସ୍ ଗୁଇନ୍ଦାଗିରି ଯାଞ୍ଚ ଆବେଦନ ଉପରେ ଶୁଣାଣି। ଆଜି ଏହି ମାମଲାର ଶୁଣାଣି କରିପାରନ୍ତି ସୁପ୍ରିମ୍‌କୋର୍ଟ। ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ବିଭିନ୍ନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ପିଟିସନରେ ପେଗାସସ୍…

ଭାରତୀୟ ଯାତ୍ରୀଙ୍କ ପାଇଁ କରୋନା କଟକଣା କୋହଳ କଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରୁ ବ୍ରିଟେନକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ କୋହଳ ହେଲା କଟକଣା। ବ୍ରିଟେନ ଭାରତକୁ 'ରେଡ୍ ଲିଷ୍ଟ'ରୁ ହଟାଇ ' ଆମ୍ବର ତାଲିକାରେ 'ରଖିବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ଦିନ ଧରି ବ୍ରିଟେନ ଯିବାକୁ ଚାହୁଁଥିବା ହଜାର ହଜାର ଭାରତୀୟ ପରିବାର ଛାତ୍ରଙ୍କ ଉପରେ…

ମୋଦୀ ସରକାରଙ୍କ ବଡ ଘୋଷଣା; କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କରୋନାରେ ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି ମୋଦୀ ସରକାର। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହାମାରୀ ହେତୁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା…

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ଟୋକିଓ: ଅଲିମ୍ପିକ୍ସ ହକିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଜିତିଲା ପଦକ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଛ। କଡ଼ା ମୁକାବିଲା ହୋଇଥିଲା। ମ୍ୟାଚ୍ ରୋମାାଞ୍ଚ ଭରା ଥିଲା। ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ। ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ…

ଗଳ୍ପ : ପ୍ରେମ ଓ ଚିତ୍ରକଳାର ପୃଥିବୀ

ସ୍ମୃତି ପଟ୍ଟନାୟକ  ଶୂନ୍ୟତାର ପରିଧି ମଧ୍ୟରେ ବି କେବେ କେବେ ଦୃଶ୍ୟାୟିତ ହୁଏ ଜୀବନ ର ସ୍ବରଗୀତି, ଚତୁର୍ଭୁଜର ଚାରି କୋଣରେ, ଚାରି ଗୋଟି ଉଜ୍ବଳ ବିନ୍ଦୁ, ସେମାନଙ୍କ ସମାହାରରେ ମଧ୍ୟ ବିନ୍ଦୁର ସୃଷ୍ଟି , ଉଜ୍ବଳରୁ ଉଜ୍ବଳତର ଜୀବନର ଚିତ୍ର ବିନ୍ଦୁ l ନା ଅଜଣା ଚିତ୍ରଶିଳ୍ପୀଟିଏ, ହାତରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨ ଚନ୍ଦ୍ରାର କାମସରେ ଠିକ୍ ଦିନ ଏଗାରଟାରେ। ସକାଳ ଜଳଖିଆ ବନେଇବାକୁ ପଡେ ତା'କୁ। ଆଣ୍ଟିଙ୍କୁ ଖୁଆଏ ସେ । ପ୍ରତ୍ୟେକ ଦିନ ନୂଆନୂଆ ଖାଦ୍ୟ ପରଷିଦିଏ। ବାକି ରହିଲା ଛୋଟମୋଟ କାମ। ଲ୍ୟାପି ଖୋଲି ଡ୍ରଇଁ କରେଇବା, ଅଳ୍ପଅଳ୍ପ…