ମିଛୁଆ ରାଧୁଆ
ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ ଏଇ କଥାକୁ ……
ଏଇ କିଛି ଦିନ ତଳେ ଜାତୀୟ ସ୍ଥରର କୋଭିଡ ପ୍ରବକ୍ତା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଗୋଟିଏ ବ୍ୟକ୍ତବ୍ୟ ରଖିଲେ ଯେ ଲୋକେ କୁଆଡେ କରୋନାର ତୃତୀୟ ଲହରୀକୁ “ମୌସୁମୀର ଅପଡେଟ୍” ଭଳି ଗ୍ରହଣ କରୁଛନ୍ତି ତଥା ଏହାକୁ…