Latest Odisha News

BREAKING NEWS

ଫାଇନାଲରେ ଲଢ଼େଇ କରି ହାରିଲେ ରବି କୁମାର, ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି । ରେସଲର ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ ବିଭାଗ ଫାଇନାଲରେ ରୁଷିଆନ ଅଲିମ୍ପିକ କମିଟିର ଜାଭୁଆର ଉଗେଭଙ୍କ ନିକଟରୁ ୪-୭ରେ ପରାଜିତ ହୋଇଛନ୍ତି । ଏକଦା ମୁକାବିଲା ୨-୨ ରୋମାଂଚକ ସ୍ଥିତି ଥିବା ବେଳେ ଜାଭୁଆର…

‘ସୁପର୍‌ଡାନ୍ସର ୪’ରେ ଶିଳ୍ପାଙ୍କ ସ୍ଥାନ ନେବେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ!

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣର ପର୍ଦ୍ଦାଫାସ୍‌ ହେବା ପରେ ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ପୋଲିସ ହାଜତରେ ଅଛନ୍ତି। ଏହି ଘଟଣା ପରେ ସୋନିରେ ପ୍ରସାରିତ ରିୟାଲିଟି ସୋ…

କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା‌ ଦେଇପାରେ ଫ୍ଲୁ ଟିକା

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫ୍ଲୁ ଟିକା କରୋନା ରୋଗୀଙ୍କୁ ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇପାରେ। ଷ୍ଟ୍ରୋକ୍, ସେପସିସ୍, ରକ୍ତ ଜମାଟ ବାନ୍ଧିବା ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବକୁ ହ୍ରାସ କରିପାରେ ଏହି ଟିକା। ଆମେରିକାର ମିଆମି ମିଲର ସ୍କୁଲ ଅଫ୍ ମେଡିସିନ୍…

ଭାରତୀୟ ଛାତ୍ରଛାତ୍ରୀଙ୍କ କ୍ବାରେଣ୍ଟାଇନ୍‌ ସୁବିଧା ପାଇଁ ୧୦ କୋଟି ଦେଲେ ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କେତେକ ଦେଶରେ ବିନା କ୍ବାରେଣ୍ଟାଇନ୍‌ରେ ଯାତ୍ରା ପାଇଁ ଅନୁମୋଦନ ମିଳିନାହିଁ। ସେରମ୍‌ ସିଇଓ ଆଦର ପୁନାୱାଲା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।…

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର…

CBSE ରେଜଲ୍ଟ ନେଇ ସ୍କୁଲରେ ଉତ୍ତେଜନା

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳାଫଳକୁ ନେଇ ଖଡ଼ିଆଳ ପବ୍ଲିକ ସ୍କୁଲରେରେ ଉତ୍ତେଜନା ଅସନ୍ତୋଷ । ଅଭିଭାବକ ଓ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । CBSE ପରୀକ୍ଷା ଫଳରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଳଙ୍କ…

ପେଗାସସ୍‌ ମାମଲା; ଯଦି ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର; ସିଜେଆଇ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ଯଦି ରିପୋର୍ଟ ସତ୍ୟ ତେବେ ଅଭିଯୋଗ ଗମ୍ଭୀର ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ଏଥି…

ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ: ରିପୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ଏବଂ ଆଇଏସଆଇ ଏଥିନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ନିକଟରେ…

୧୩୫ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍‌ ଅତିକ୍ରମ କରିବ ବୋଲି ହୁ ଚେତାଇ…

ଫିଲ୍ମ ‘ହମ୍‌ ଆପ୍‌କେ ‌‌‌ହୈ କୌନ୍‌’ର ସଫଳତା ପଛର ରାଜ୍‌ ହେଉଛନ୍ତି ସଲ୍‌ମାନଙ୍କ ପିତା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ହିଟ୍‌ ମୁଭି 'ହମ୍‌ ଆପ୍‌କେ ହୈ କୌନ୍‌' ଆଜି ୨୭ ବର୍ଷ ପୂରିଛି। ଏବେ ବି ଦର୍ଶକଙ୍କ ଆଦୃତ ଲାଭ କରିଛି ଏହି ମୁଭି। ଫିଲ୍ମର ସମସ୍ତ ଚରିତ୍ରଠୁ ନେଇ ଡାଏଲଗ୍‌ ଏବଂ ଗୀତ ସଂରଚନା ବେଶ୍‌ ଦମ୍‌ଦାର ଥିଲା। ଏଥିରେ ସଲ୍‌ମାନ ଏବଂ ମାଧୁରୀଙ୍କ ଯୋଡିକୁ ବେଶ୍‌…